ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜ୍ଞାପିତ ଅଂଚଳ ପରିଷଦ ର ନବ ନିର୍ବାଚିତ ଅଧ୍ୟକ୍ଷା ଙ୍କ କାର୍ଯ୍ୟଭାର ଗ୍ରହଣ

ଗୁଡ଼ାରୀ – ତା ୦୩/୦୪ ରିଖ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ନିର୍ବାଚନରେ ବିଜୟ ହେଇଥିବା ବିଜେଡି ପାର୍ଥି ସୁଶ୍ରୀ ସାରମିତା ଶବର କାର୍ଯ୍ୟଭାର ଗ୍ରହଣ କରିଲେ। ଗତ ୨୬ ତାରିଖରେ ହୋଇଥିବା ନିର୍ବାଚନ ଫଳାଫଳରେ ସୁଶ୍ରୀ ସାରମିତା ଶବର ବିଜୟ ହେଇଥିଲେ। ତା ସହ ବିଜେଡିର ୧୧ ୱାର୍ଡ ମେମ୍ବର ବିଜୟ ହେଇ , କ୍ଲିନ୍ ସ୍ବିପ କରିଥିଲେ। ଆଜି ସୁଶ୍ରୀ ସାରମିତା ଶବର ,୯ ଘଣ୍ଟିକା ସମୟରେ ଅଫିସ ଆସି ଅଧ୍ୟକ୍ଷା ପଦଭାର ଗ୍ରହଣ କରିଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଅବ୍ଯବସ୍ତା ଘେରରେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ

Sunil Chandra Nayak

କୋକସରା ଜବାହର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ରୂପାନ୍ତରିତ ଟାସ୍କଫୋର୍ସ ଉପରେ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

କାମାକ୍ଷାନଗର ନିର୍ବାଚନମଣ୍ଡଳୀ ରେ ଆପ୍ ର କାର୍ଯ୍ୟକର୍ତ୍ତା ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!