ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ଥାନାରେ ଯୋଗଦେଲେ ନୂତନ ଆଇ.ଆଇ.ସି 

ଆମପାଣି ଥାନାରେ ଯୋଗଦେଲେ ନୂତନ ଆଇ.ଆଇ.ସି 

କୋକସରା,୭/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନାରେ ନୂତନ ଥାନାଧିକାରୀ ଭାବେ ଗଙ୍ଗାଧର ମେହେର ଯୋଗ ଦେଇଛନ୍ତି। ନର୍ଲା ଥାନାରୁ ସେ ଆମପାଣି ଥାନାରେ ଯୋଗ ଦେଇଥିବା ବେଳେ ଆମପାଣିର ଥାନାଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କୁ ଜୁନାଗଡ଼ ଥାନାକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀ ମେହେର ଯୋଗ ଦେଇଛନ୍ତି। ଆମପାଣି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା ଉପରେ ପ୍ରାଥମିକତା ରହିବ ବୋଳି କହିବା ସହ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

ମସିହା ନିୟୂଜ ସର୍ଭିସ୍ 

Related posts

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

masiha

ମୁଣ୍ତମରାଇ କଲେଜ ରେଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ 

masiha

ଥୁଆମୂଳ ରାମପୁର ପୋଲିସ ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

Leave a Comment

error: Content is protected !!