ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନୂଆପଡା ସିଆରପିଏଫ ଓ ମାଓବାଦୀ ଗୁଲିବିନିମୟ ,କୁମ୍ବିଂ ଅପରେସନ ଜାରି

ନୂଆପଡା ସିଆରପିଏଫ ଓ ମାଓବାଦୀ ଗୁଲିବିନିମୟ ,କୁମ୍ବିଂ ଅପରେସନ ଜାରି

ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ଵରକୋଟ ଘାଟିରେ ମାଓବାଦୀ ଓ ସିଆରପିଏଫ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୂଚନା ଅନୁସାରେ ସୁନାବେଡା ଅଭୟାରଣ୍ୟରୁ ସିଆରପିଏଫ ଯବାନ ମାନେ କୁଂଭି ଅପରେସନ ସାରି ଫେରୁଥିବା ସମୟରେମାଓବାଦୀ ତରଫରୁ ପ୍ରଥମେ ଗୁଳି ଫାଏରିଂ କରିଥିଲେ । ପରେ ସିଆରପିଏଫ ଯବାନ ମାନେ ମଧ୍ୟ 4ରୁ 5 ରାଉଣ୍ଡ ଫାଏରିଂ କରିଥିଲେ । ଉଭୟ 4 ରୁ 5 ରାଉଣ୍ଡ ଗୁଳି ବିନିମୟ ପରେ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିବା ଜଣାପଡିଛି । ବର୍ତ୍ତମାନ ମଧ୍ୟ ସିଆରପିଏଫ ତରଫରୁ କୁମ୍ବିଂ ଅପରେସନ ଜାରି ରଖିଥିବା ଜଣାପଡିଛି ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ଜଣେ ଗିରଫ 

Sunil Chandra Nayak

୧୧ ଜଣ ବାଘ ଶିକାରୀ ଗିରଫ : ବାଘ ଛାଲ, ନଖ ଓ ମାଂସ ଜବତ

ନଦୀରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!