ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିସି ମାଧ୍ୟମରେ ସ୍ମାର୍ଟ ଲରନିଙ୍ଗ ସେଣ୍ଟର ଉଦଘାଟିତ

ଭିସି ମାଧ୍ୟମରେ ସ୍ମାର୍ଟ ଲରନିଙ୍ଗ ସେଣ୍ଟର ଉଦଘାଟିତ 

ପାପଡାହାଣ୍ଡି,19/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାଵାଲ ହାଇସ୍କୁଲ ଓ ଦଳେଇଗୁଡା ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟରେ ସୋମବାର ସ୍ମାର୍ଟ ଲରନିଙ୍ଗ ସେଣ୍ଟର ଉଦଘାଟିତ ହୋଇଛି | ଭିସି ମାଧ୍ୟମରେ ଏସଏସଡ଼ି କମିସନର ରୁପାରସନ ସାହୁ ଏହାର ଉଦଘାଟନ କରିଥିଲେ | ଦଳେଇଗୁଡା ଠାରେ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଯୋଗଦେଇ ଏହି ସ୍ମାର୍ଟ ଲାବ କକ୍ଷ ର ଉଦଘାଟନ କରିଥିଲେ | ବିଦ୍ୟାଳୟରେ ଅତିରିକ୍ତ ସମୟରେ ପିଲାମାନେ କମ୍ପୁଟର ସହ ସ୍ମାର୍ଟ କ୍ଲାସର ମଜା ନେବେ | ଆଜି ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ବେହେରା, ଅଭିମନ୍ୟୁ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପୁଣି ଚାଷଜମି ମୁଁହା ଜଙ୍ଗଲି ହାତୀ, ନଷ୍ଟ କରିଛନ୍ତି ଧାନ ଓ କପା ଫସଲ ,ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ 

masiha

ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବନ ମହୋତ୍ସବ ସପ୍ତାହ ପାଳିତ

ଥୁଆମୂଳ ରାମପୁର: କୋଟି କୋଟି ଟଙ୍କା ଖର୍ଚ୍ଚା ସ୍ବତ୍ବେ, ବିକାଶ ବିକଳାଙ୍ଗ ସମସ୍ୟାରେ ଜର୍ଜରିତ, ସାଧାରଣ ଜନତା ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!