ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ବର୍ଷ ପରେ ପୁଣି ଆରମ୍ଭହେଲା ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ : 656 ନୂତନ ଭାବେ ମଞ୍ଜୁର ହୋଇଛି ଭତ୍ତା

ଦୀର୍ଘ ବର୍ଷ ପରେ ପୁଣି ଆରମ୍ଭହେଲା ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ : 656 ନୂତନ ଭାବେ ମଞ୍ଜୁର ହୋଇଛି ଭତ୍ତା

ତେନ୍ତୁଳିଖୁଣ୍ଟି ୨୦/୦୨/୨୪ // ଦୀର୍ଘ ବର୍ଷ ପରେ ସ୍ୱତନ୍ତ୍ କାର୍ଯ୍ୟ କ୍ରମ ଆୟୋଜନ କରି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜି ଏହି କାର୍ଯ୍ୟକ୍ରମ ରେ 400 ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ସଦାଶିବ ପ୍ରଧନୀ , ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ନିଲେନ୍ଦ୍ରି ନାୟକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ପୂଜାରିଗୁଡା ସରପଞ୍ଚ ଅନାଦି ମାଝୀ ଝରିଗୁମ୍ମା ସରପଞ୍ଚ ମନମୋହନ ଦଳପତି,ଦିଗି ସରପଞ୍ଚ କିଶୋର ନାୟକଲାମତାଗୁଡା ସରପଞ୍ଚ କୃଷ୍ଣ ସୌରା,ତେନ୍ତୁଳିଖୁଣ୍ଟି ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ 2 ଗୋଟି ହ୍ବିଲ୍ ଚେୟାର ଏବଂ ଗୋଟିଏ ଆଶା ବାଡି ପ୍ରଦାନ କରାଯାଇଥିଲା। ସମୁଦାୟ 656 ଭତ୍ତା ନିର୍ବାଚନୀ ମାସ ଆରମ୍ଭପୂର୍ବରୁମଞ୍ଜୁର ହୋଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳି ଖୁଣ୍ଟି

Related posts

ମରୁଡି ଘୋଷଣା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

masiha

ଉଦଯାପିତ ହେଲା ଜିଲ୍ଲା ସ୍ତରୀୟ ବିକାଶ ମେଳା ବିଭିନ୍ନ ବିଭାଗର ଆଇ ଇ ସି ସହିତ ପାରମ୍ପରିକ ଖାଦ୍ୟ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଲା

masiha

ଏକ ପେଡ଼ ମା’ଙ୍କ ନାମ – ୨.୦ ରାୟଗଡାରେ ୧୭ ସେପ୍ଟେମ୍ବରରେ ହେବ ଏକଦିବସୀୟ ସମୂହ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!