ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଲା ଅଟୋ :ଚାଳକ ଆହତ

ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଲା ଅଟୋ :ଚାଳକ ଆହତ

ବସ୍ତା,22/02 : ବାଲେଶ୍ୱର ଜିଲ୍ଲା ଗୁରୁବାର ରାତି ସମୟରେ 60 ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ନିକଟରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଲା ଅଟୋ ଚାଳକ ଆହତ ହୋଇଥିବା ଦେଖିବାକୁ ମିଳିଛି l ତେବେ ଉକ୍ତ ଅଟୋ ବସ୍ତା ବାହାରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣାଟି ଘଟି ଥିବା ବେଳେ ଚାଳକ ଆହତ ହୋଇଥିଲେ l ଫଳରେ ତାଙ୍କୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଆହତ ଯୁବକ ଜଣଙ୍କ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ରାଜୁ ହାଁସଦା ବୋଲି ଜଣାଯାଇଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କିଡିଙ୍ଗ ଛକ ନିକଟରେ ବୁଲକନରକୁ ସାଇଡ୍ ଦେବା ବେଳେ ଚାଷ ଜମିରେ ଓଲଟିଲା କୋଇଲା ବୋଝେଇ ଟ୍ରକ

Sunil Chandra Nayak

ଉଚ୍ଛେଦ ବିରୁଦ୍ଧରେ ସୀତାବୋର୍ଡି ପଡ଼ାବାସି ଙ୍କ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାରେ ସଡ଼କ ନିରାପତ୍ତାରେ ବୃଦ୍ଧି ଘଟାଇବାକୁ ପୋଲିସ ପ୍ରଶାସନକୁ ରୋଡ ବ୍ୟାରିୟର ପ୍ରଦାନ କଲା

masiha

Leave a Comment

error: Content is protected !!