ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ କି.ମି ଦୂରତାର ଉଚ୍ଚ ସେତୁ ନିର୍ମାଣ ର ଶିଳା ନ୍ୟାସ

ଏକ କି.ମି ଦୂରତାର ଉଚ୍ଚ ସେତୁ ନିର୍ମାଣ ର ଶିଳା ନ୍ୟାସ 

ତା -୨୨/୨/୨୪, କୋରାପୁଟ ଜିଲ୍ଲା ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ନାରାୟଣ ପାଟଣା ବ୍ଲକ ଠାରେ ପି.ଏମ.ଜି.ଏସ.ୱାଇ ରାସ୍ତା ଠାରୁ ଡ଼ୁମସିଲ ରାସ୍ତାର ୧ କି.ମି  ଠାରେ ସ୍ଥାନୀୟ ନାଳ ଉପରେ ଉଚ୍ଚ ସେତୁ ନିର୍ମାଣ ପ୍ରକଳ୍ପର ଶୁଭ ଶୀଳାନ୍ୟାସ ଅବସରରେ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଭୂ ଜାନିଙ୍କ ଦ୍ୱାରା ନଡ଼ିଆ ମାରି ଶୁଭ ଉଦଘାଟନ କରିଥିଲେ I ଏହି ଶୁଭ ଉଦଘାଟନ ରେ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ଝିନ ହିକକା ମହୋଦୟ, ଓ ସମାଜ ସେଵୀ ତଥା କୋରାପୁଟ ଜିଲ୍ଲା ଆଶାଇ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ହିକକା ମହାଶୟା ଓ ନାରାୟଣ ପାଟଣା ବ୍ଲକ ଅଧ୍ୟକ୍ଷ ଗଲାଦି ତିରନାଥ,ବ୍ଲକ ସଭାପତି ଏଗି ନାରାୟଣ, ଦୟାନିଧି ସାହୁ,ସଞ୍ଜୁ ବିଡ଼ିକା,ଓ ନାରାୟଣ ପାଟଣା ବ୍ଲକର ବିଜେଡି ଦଳର ବରିଷ୍ଠ ନେତୃମଣ୍ଡଳୀ ଯୋଗଦେଇଥିଲେ l

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଆବାସ ସମ୍ଭାବ୍ଯ ତାଲିକା ପ୍ରକାଶ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ

Sunil Chandra Nayak

ଆବାସ ଯୋଜନାରୁ ବଞ୍ଚିତ କୁହୁରା ଗ୍ରାମର ବିଧବା ଦହନା ବାଗ

Sunil Chandra Nayak

ବାଟରେ ବସୁଛି ନର୍ଲା ହାଟ, ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା

masiha

Leave a Comment

error: Content is protected !!