ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସପନେଶ୍ୱର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରେ ଓଡ଼ିଆ ଭାଷା ସମ୍ପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ

ସପନେଶ୍ୱର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରେ ଓଡ଼ିଆ ଭାଷା ସମ୍ପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାଜନଗର :-ରାଜନଗର ବ୍ଲକ କୋଇଲି ପୁର ପଂଚାୟତ ବାରହପୁରସ୍ଥିତ ସପନେଶ୍ୱର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରେ ବିଶ୍ୱ ଓଡ଼ିଆ ଭାଷା ସମିଳନୀ ପରି ପେକ୍ଷୀ ରେ ଓଡ଼ିଆ ଭାଷା ଭବିସେତ ଶୀର୍ଷକ ଆଲୋଚନା ଚକ୍ର ଉଦଘାଟିତ ହୋଇଛି, ଅନୁଷ୍ଠାନ ର ଅଧକ୍ଷ ଅଭିନ କୁମାର ସ୍ୱାଇଁ ଙ୍କ ଅଧକ୍ଷ ଖେତା ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର କୁ ଦିଲ୍ଲିପ କୁମାର ବଳ ସଂଯୋଜନା କରିଥିଲେ, ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ପ୍ରାଧାପକ ଡ଼କ୍ଟର ନୀଳ ମଣି ଲେଙ୍କା, ବକ୍ତା ଭାବେ କଥା କାର ପ୍ରଦୀପ ନାୟକ, ସନମାନିତ ଵକ୍ତା ଭାବେ ଠାକୁର ନିଗମାନନ୍ଦ ମୋହାବିଦଳୟ ର ଓଡ଼ିଆ ଅଦ୍ୟାପକ ସସଧର ରାଉତ ଯୋଗ ଦେଇ ଓଡ଼ିଆ ଭାଷା କୁ ଶିକ୍ଷା, ନିଯୁକ୍ତି ଓ ପ୍ରଶାନିକ ସ୍ତର ରେ ବହୁଳ ଭାବେ ବ୍ୟବହାର କରା ଗଲେ ଓଡ଼ିଆ ଭାଷା ର ଭବିଶ୍ୱେତ ସୁରକ୍ଷିତ ରହିବା ସହ ବିକଶିତ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ, ଅଧ୍ୟାପକ ରଞ୍ଜନ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧାପକ ସାଧୁ ଚରଣ ବାରିକ ଧନ୍ୟବାଦ ଅର୍ପଣ କରି ଥିଲେ, ଅନୁଷ୍ଟାନ ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମ ଚାରି ମାନେ ଆଲୋଚନା ଚକ୍ର ପରିଚାଳନା ରେ ସହଯୋଗ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ଦିବ୍ୟାଙ୍ଗ ନମିତା ତାଡ଼ିଙ୍ଗିଙ୍କ ପାଖରେ ଲକ୍ଷ୍ମୀପୁର ରୁ ଗ୍ରୀନ ଇଣ୍ଡିଆ ଗ୍ରୁପ ପହଞ୍ଚି ଦେଲେ ସହାୟତା

masiha

ମୋ ଢେଙ୍କାନାଳ ମାଟିର ବିଶିଷ୍ଟ ସାହିତ୍ୟିକ କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କର ୧୨୦ ତମ ଜୟନ୍ତୀ ପାଳିତ

Sunil Chandra Nayak

ଭୁବନ ବ୍ଲକ ମହୁଲପାଳ ଗ୍ରାମରେ ଜନବିରୋଧି ସରକାରୀ କାର୍ଯ୍ୟ/ପିଇବା ପାଣିକୁ ଦୂଷିତ ନାଳର ରୂପ ଦେଲା ପ୍ରଶାସନ

Leave a Comment

error: Content is protected !!