ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ନିବାସୀ ଚିତ୍ରଲେଖା ଖମାରୀ ଙ୍କ ପରଲୋକ

ଖଡିଆଳ ନିବାସୀ ଚିତ୍ରଲେଖା ଖମାରୀ ଙ୍କ ପରଲୋକ 

ନୂଆପଡ଼ା,ନୂଆପଡ଼ା ଜିଲ୍ଲା ଖଡିଆଳ ନିବାସୀ ଧର୍ମ ପରାୟଣ ମହିଳା ଚିତ୍ରଲେଖା ଖମାରୀ ଙ୍କ ପରଲୋକ ରବିବାର ଦିନ ୧.୩୦ ମିନିଟ ସମୟରେ ପରଲୋକ ହୋଇଛି । ସେ ଜଣେ ଭଦ୍ର, ମେଲପୀ ଏବଂ ପର ଉପକାରୀ ମହିଳା ଥିଲେ। ତାଙ୍କ ମୃତ୍ୟୁ ବେଳକୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ସ୍ବାମୀ ସ୍ବର୍ଗତ ବଦ୍ରିନାରାୟଣ ଖମାରୀ। ତାଙ୍କ ସୁପୁତ୍ର ମିଲିନ୍ଦ୍ର ଖମାରୀ ଓ ପାର୍ଥ ଖମାରୀ ଙ୍କ ପରିବାର ଶେଷ ସମୟ ରେ ଉପସ୍ଥିତ ଥିଲେ। ରବିବାର ଖଡିଆଳ ସ୍ଥିତ ମଶାଣୀ ରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଥିବା ବେଳେ ସାନପୁଅ ପାର୍ଥ ଖମାରି ମୁଖାଗ୍ନି ଦେଇଥିଲେ । ତାଙ୍କ ବନ୍ଧୁ ବର୍ଗ, ଖମାରୀ ପରିବାର ସମସ୍ତେ ଉପସ୍ଥିତ ଥିଲେ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

masiha

୭୭ତମ ବନ ମହୋତ୍ସବରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ବୃକ୍ଷ ରୋପଣ

ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!