ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ୱର ରେ ଆଦିବାସୀ ଭବନ ନିର୍ମାଣ ପାଇଁ ୧00 କୋଟି ମଞ୍ଜୁର କରି ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଆଦିବାସୀ 

ଭୁବନେଶ୍ୱର ରେ ଆଦିବାସୀ ଭବନ ନିର୍ମାଣ ପାଇଁ ୧00 କୋଟି ମଞ୍ଜୁର କରି ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଆଦିବାସୀ 

ବଲାଙ୍ଗିର ତା ୭. ୩ //ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ କରକମଳରେ ୧00 କୋଟି ଟଙ୍କା ବ୍ୟୟ ରେ ଭୁବନେଶ୍ୱର ଗୋଠ ପାଟଣା ଠାରେ *ଆଦିବାସୀ ଭବନ** ର ଭିତ୍ତି ପ୍ରସ୍ତର ସ୍ଥାପନ ୬ ମାର୍ଚ୍ଚ 2024 କରିଥିବାରୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତଥା ଓଡିଶା ର ୧ କୋଟି ଆଦିବାସୀ ଲୋକଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଉଛୁଁ l ଓଡିଶା ରାଜ୍ୟରେ ୬୨ ଟି ଆଦିବାସୀ ସମ୍ପ୍ରଦାୟ ବସବାସ କରୁଛନ୍ତି l ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଶବର, ସହରା, ସଉରା, ସଅର, କନ୍ଧ, ସାନ୍ତାଳ, ମୁଣ୍ଡା, ଗଣ୍ଡ, ଓରାମ, ହୋ, ପରଜା, ଭୂୟାଁ,କୋଲ୍ହ, ଭତ୍ରା,କିସାନ, ଭୂମିଜ,ବଗତl,ବାଥୁଡି,ବିଂଝାଲ,ଦଳ, ମିର୍ଦ୍ଧା, କୁଡା,ଜଟାପୁ, ଯୁଆଙ୍ଗ,ମାଟିଆ, ମୁଣ୍ଡାରୀ,ପେଣ୍ଟିଆ,ନାଗାସିଆ, କୋଳ,ଲୋଧା, ଦୁରୁଆ ଅନ୍ୟତମ l ଆଦିବାସୀ ଜନସଂଖ୍ୟା ଏକ କୋଟି ରୁ ଅଧିକ l ଓଡିଶା ରାଜ୍ୟର ୩0 ଟି ଜ଼ିଲ୍ଲା ରୁ ଆଦିବାସୀ ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ଭୁବନେଶ୍ୱର, କଟକ, ପୁରୀ କୁ ବିଭିନ୍ନ କାର୍ଯ୍ୟ ରେ ଆସୁଛନ୍ତି l ରହିବା ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିଲେ l ସେଥିପାଇଁ ଭୁବନେଶ୍ୱର ରେ ଏକ ଆଦିବାସୀ ଭବନ ନିର୍ମାଣ ପାଇଁ ୬ ଜାନୁୟାରୀ 2024 ରେ ୩0 ଟି ଜ଼ିଲ୍ଲା ର ଆଦିବାସୀ ସମ୍ପ୍ରଦାୟ ତରଫରୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଆବେଦନ କରିଥିଲେ l ଭୁବନେଶ୍ୱର ରେ ୧00 କୋଟି ଟଙ୍କା ବ୍ୟୟ ରେ ଆଦିବାସୀ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାରୁ ଓଡିଶା ର ଆଦିବାସୀ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳିଯାଇଛି l ଆଦିବାସୀ ସମ୍ପ୍ରଦାୟ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଙ୍କ ମହତ କାର୍ଯ୍ୟ କୁ ପ୍ରଶଂସା କରିବା ପୂର୍ବକ କୃତଜ୍ଞତା ଜଣାଇଛନ୍ତି l ଏହା ଭାରତ ବର୍ଷ ଇତିହାସ ପ୍ରଥମ ଘଟଣା ବୋଲି ଆଦିବାସୀ ମାନେ କହିଛନ୍ତି lଆଦିବାସୀ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଐତିହାସିକ ପଦକ୍ଷେପ କୁ ଆଦିବାସୀ ସମ୍ପ୍ରଦାୟ ତଥା ଆଦିବାସୀ ମହାସଂଘ ତରଫରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଆଦିବାସୀ ନେତା ଶ୍ୟାମ ସୁନ୍ଦର ଭୋଇ, ନିମାଇଁ ଚରଣ ଝାଙ୍କର, ବାଳକୃଷ୍ଣ ଶବର, ଯୋଗେନ୍ଦ୍ର ଭୋଇ, ଗୁପ୍ତେଶ୍ୱର କୁଅଁର, ପରମାନନ୍ଦ ମାଝୀ, ଅକ୍ଷୟ କୁମାର ଭୋଇ, ଭଦ୍ର ଚରଣ କିସାନ, ଚନ୍ଦ୍ରଶେଖର ବାଗ,ଭୁବନେଶ୍ୱର ଧରୁଆ, ସନ୍ତୋଷ ପୁଟା, ପଦ୍ମନ ପ୍ରଧାନୀ, ରାଜୀବ କୁଅଁର,ଭୁବନେଶ୍ୱର କୁଅଁର, ରସିକ ଧରୁଆ,ଚଉବନ ମାଝୀ, ଚନ୍ଦ୍ର ବରିହା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଆଇଏଏସ ପରୀକ୍ଷାରେ ୮୦୦ ରେଙ୍କ ରଖି କୋକସରା ବ୍ଲକ ପାଇଁ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

masiha

ବନ୍ଧୁଗାଁ ରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାଣୀ ଦୂର୍ଗା ନଦୀର ବ୍ରିଜ ସଙ୍କଟାପନ୍ନ ଅବସ୍ଥାରେ

masiha

ଲୁହାଶିଳା ଆର.କେ. କଲେଜରେ ନୂଆ-ଓ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort