ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଦର ଥାନା ଅଧିକାରୀଙ୍କୁ ଭେଟିଲା ରାଷ୍ଟ୍ରୀୟ ପତ୍ରକାର ସଂଘ 

ସଦର ଥାନା ଅଧିକାରୀଙ୍କୁ ଭେଟିଲା ରାଷ୍ଟ୍ରୀୟ ପତ୍ରକାର ସଂଘ 

କଟକ : କଟକ କମିଶନରେଟ ପୋଲିସ ଅନ୍ତର୍ଗତ କଟକ ସଦର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀ ଜଗନ୍ନାଥ ମଲ୍ଲିକଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛି ରାଷ୍ଟ୍ରୀୟ ପତ୍ରକାର ସଂଘ ଓଡିଶା ଶାଖାର ପ୍ରତିନିଧି ମଣ୍ଡଳ । ଏଥିରେ କଟକ ଜିଲ୍ଲା ଅଧ୍ୟକ୍ଷ ଦୀପକ ଆଚାର୍ଯ୍ୟଙ୍କ ସହିତ କମଲ କୁମାର ନାୟକ,ରଞ୍ଜିତ ମହାପାତ୍ର ଓ ନିରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଆଇ.ଆଇ.ସି ଶ୍ରୀ ମଲ୍ଲିକଙ୍କୁ ଶୁଭେଚ୍ଛା ଦେବା ସହିତ ସ୍ଥାନୀୟ ଅଞ୍ଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ । ଏହା ପୂର୍ବରୁ ଶ୍ରୀ ମଲ୍ଲିକ ଖଲିକୋଟ ଥାନା ଅଧିକାରୀ ଭାବେ କାର୍ଯ୍ୟରତଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନାରାୟଣ ପାଟଣା ର ପେଟ୍ରଲ ପମ୍ଫରେ ନାଁ ମିଳୁଛି ପେଟ୍ରଲ ନାଁ ଡିଜେଲ 

masiha

ଜୁନାପାଣି ଧାନ ମଣ୍ଡିରୁ ଉଠିଲାନି ଧାନ, ଖୋଲା ଆକାଶ ତଳେ ପଡି ରହିଛି ଚାଷୀ ଙ୍କ ଧାନ 

masiha

ଶାନ୍ତି ଶକ୍ତି ଭବନରେ କୃଷି ଓ ଗ୍ରାମ ବିକାଶ ପ୍ରଭାଗ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବରିଷ୍ଠ ରାଜଯୋଗୀ ରାଜୁ ଭାଇ

Sunil Chandra Nayak

Leave a Comment

error: Content is protected !!