ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ବିଭିନ୍ନ ସ୍ଥାନରୁ ହୋଡିଂ ହଟାଇଲା ପ୍ରଶାସନ 

ଡାବୁଗାଁରେ ବିଭିନ୍ନ ସ୍ଥାନରୁ ହୋଡିଂ ହଟାଇଲା ପ୍ରଶାସନ 

ଡାବୁଗାଁ, ୧୮/୩ (ମ.ନି.ସ.)- ସାଧାରଣ ନିର୍ବାଚନ ପାଇଁ ଶନିବାର ଅପରାହ୍ନରେ ତାରିଖ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି | ଏହା ଲାଗିବା ପରେ ରାଜନୈତିକ ଦଳର ନେତା ମାନେ ଭୋଟର ଙ୍କୁ ଅକୃଷ୍ଟ କରିବାକୁ ଡାବୁଗାଁ ର ବଜାର ର ବିଭିନ୍ନ ସ୍ଥାନ ଓ ବିଭିନ୍ନ ଗ୍ରାମରେ ଲାଗିଥିବା ସବୁ ହୋଡିଂ, ବ୍ୟାନର ଓ ପୋଷ୍ଟର ଗୁଡିକୁ ବ୍ଲକ ପ୍ରଶାସନ ରବିବାର ହଟାଇଛି | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପୋଲିସ ଏଏସଆଇ ଚନ୍ଦ୍ରଶେଖର ହଜାରୀ, ବ୍ଲକ ଓ ପୋଲିସ କର୍ମଚାରୀ ମାନେ ବୁଲି ବିଭିନ୍ନ ସ୍ଥାନରୁ ହୋଡିଂ, ବ୍ୟାନର ଓ ପୋଷ୍ଟର ଗୁଡିକୁ ହଟାଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରଶ୍ମିପ୍ରଭାର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ

masiha

ଡାବୁଗାଁରେ ଅନ୍ତୋଦୟ ଦିବସ ପାଳିତ 

masiha

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

Sunil Chandra Nayak

Leave a Comment

error: Content is protected !!