ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିତର କନିକା ଗହିରମଥାରୁ ଟ୍ରଲର ଜବତ 11 ମତ୍ସଜୀବୀ ଗିରଫ

ଭିତର କନିକା ଗହିରମଥାରୁ ଟ୍ରଲର ଜବତ 11 ମତ୍ସଜୀବୀ ଗିରଫ

କେନ୍ଦ୍ରାପଡ଼ା :-ଗହିରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁ ବଳି ଠାରୁ 4.5 କି. ମି ଦୂରରେ ମା ବନଦୁର୍ଗା ନାମକ ଟ୍ରଲର କୁ ବନବିଭାଗର ପେଟ୍ରୋଲିଙ୍ଗ ଦଳ ଜବତ କରିଛି , ବେଆଇନ ଭାବେ ମାଛ ଧରୁଥିବା ଏହି ଟ୍ରଲରରୁ ଦୁଇଟି ଭିଏଚଏଫ, ଗୋଟିଏ ଜିପିଏସ ଗୋଟିଏ ଫୀସ ଫାଇଣ୍ଡର ଓ 4 ଟି ଜାଲ ଜବତ କରିଛି,11 ଜଣ ମସ୍ଚ୍ୟଜୀବୀଙ୍କୁ ଗିରଫ କରାଯାଇ କୋୖର୍ଟ ଚାଲାଣ କରାଯାଇଛି, ଗିରଫ ମସ୍ୟଜୀବୀ ମାନେ ହେଲେ ସୁବାଷ ମଣ୍ଡଳ, ଏସକେ ଇସ୍ରାଫିଲ, ଶ୍ରୀମନ୍ତ ମଣ୍ଡଳ, କୁନା ସିଂ, ତପନ ମାଈତି, ବିଜୟ ସିଂ, ରାଖାଲ ସିଂ, ଶିବୁ ମାନ୍ନା, ଦିଲୀପ ସାମନ୍ତ, ଭଗବାନ ଜେନା, ଶଙ୍କର୍ଷଣ ମହାଳିକ,, ଗିରଫ ମସ୍ୟଜୀବୀ ମାନେ ଭଦ୍ରକ ଜିଲ୍ଲା ଧାମରା ସାମୁଦ୍ରିକ ଥାନା ଅଞ୍ଚଳର 7 ଜଣ ଥିବା ବେଳେ ଜଣେ ରେମୁଣା ଥାନା ଓ ଦୁଇଜଣ ବଂଶଡା ଥାନା ଅଂଚଳର ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି,!!

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ଡାକ୍ତରଙ୍କୁ ଲୁଟ ଘଟଣାରେ  ଜଣେ ଡାକ୍ତର ସମେତ ସହଯୋଗୀ ଲୁଟେରା ଗରିଫ

Sunil Chandra Nayak

ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

masiha

ପାଷ୍ଟିକୁଡି କେମ୍ପରେ କର୍ମଚାରୀ ନିଆଁରେ ପୋଡି ମରିବା ଘଟଣା, ହତ୍ୟା ଅଭିଯୋଗ ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Sunil Chandra Nayak

Leave a Comment

error: Content is protected !!