ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଜେପିର ପ୍ରତିଷ୍ଠା ଦିବସ ପାଳିତ

ଜୁନାଗଡ଼ ,୬/୪(ନି.ପ୍ର) ଜୁନାଗଡ଼ ବ୍ଲକ ବିଜେପି ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ନଗରପାଳ ମୁକେଶ ଅଗ୍ରୱାଲ,ଜିଲ୍ଲା ବିଜେପି ଉପ ସଭାପତି ଅଜୟ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧକ୍ଷ୍ୟ ମନୋଜ ମେହେର,କାଳୀ ରାୟଗୁରୁ ,ଚିନ୍ମୟ ବେହେରା ପ୍ରମୁଖ ଉପସ୍ଥିତ ହୋଇ ବିଜେପି ହିଁ ଏକମାତ୍ର ଦଳ ଯାହା ଦେଶକୁ ସ୍ଥିର ଶାସନ ଦେଇପାରିଛି ଏବଂ ବିକାଶର ଧାରା ଜାରି ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଟଙ୍କ ନାଏକ,ମଧାବି ବାଗ,ମଞ୍ଜୁଳତା ସେଠି ପ୍ରମୁଖ ସହ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଥିଲେ।କଳିନ୍ଦ୍ରୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜୁନାଗଡ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ।

Related posts

ଛାତ୍ର ଙ୍କୁ ମାଡ଼ ମାରିଥିବା ଶିକ୍ଷକ ଙ୍କ ନାମରେ ମାମଲା ରୁଜୁ 

Sunil Chandra Nayak

ଦଳ ବଦ୍ଧ ହାତୀଙ୍କ ସଂଘର୍ଷରେ ଶିଶୁ ହାତୀର ମୃତ୍ୟୁ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ନୁଆଁ ପିଡିର , ନୁଆଁ ଯାତରା

Sunil Chandra Nayak

Leave a Comment

error: Content is protected !!