ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ ଙ୍କ ଗାଡିକୁ ମଇଦଲ ପୁର ଠାରେ ଅଣ୍ଡା ମାଡ଼ 

ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ ଙ୍କ ଗାଡିକୁ ମଇଦଲ ପୁର ଠାରେ ଅଣ୍ଡା ମାଡ଼ 

ନବରଙ୍ଗପୁର:(୨୭|୩) ଟିକେଟ ବଣ୍ଟା କୁ ବିରୋଧ କରି ପୂର୍ବରୁ କିଛିଦିନ ତଳେ ମଇଦଲପୁର ଠାରେ ମଇଦଲପୁର ଅଞ୍ଚଳର ବିଜେପି କର୍ମକର୍ତ୍ତା ମାନେ ବିରୋଧ କରିଥିବା ବେଳେ, ଆଜି ମଇଦଲପୁର ସାପ୍ତାହିକ ହାଟରେ ବଳଭଦ୍ର ମାଝୀ ଙ୍କ ଗାଡିକୁ ଅଣ୍ଡା ମାରିଛନ୍ତି କେତେ ବିଦ୍ରୋହୀ l ସୂଚନାଅନୁଯାଇ ଆଜି ବଳଭଦ୍ର ମାଝୀ ୪:୩୦ମିନଟ ରେ ମାଝୀଗୁଡା ଆଡୁ ଆସି ହାଟପଦା ପାଖରେ ପହଂଚିଥିଲେ ,ଏହି ସମୟରେ ଅତର୍କିତ ଭାବେ କିଛି ଲୋକ ତାଙ୍କ ଗାଡି ଉପରକୁ ଅଣ୍ଡା ମାରିଥିଲେ l ଘଟଣା କୁ କେନ୍ଦ୍ରକରି ଶ୍ରୀ ବଳଭଦ୍ର ମାଝୀ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, କିନ୍ତ ଯୋଗା ଯୋଗ ହୋଇପାରିନଥିଲା lଏଣୁ ଅଧିକ ତଥ୍ୟ ମିଳିପାରିନଥିଲା ସେ ଯାହାବି ହେଉ ଟିକେଟ ବଣ୍ଟା କୁ ନେଇ ଏହି ଅଞ୍ଚଳ ରାଜନୀତିରେ ଗରମ ରହୁଥିବା ଲୋକେ ମତ ବ୍ୟକ୍ତ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍ବତନ୍ତ୍ର ସଘନ ସଂଶୋଧନ ଓ ସାଙ୍ଗଠନିକ ବୈଠକ

ଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ହେଲେ ମଣ୍ଟୁ ସାହୁ

Sunil Chandra Nayak

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପିକୁ ବିଜେଡିର ପାଲଟା ଜବାବ ପୂର୍ବରୁ ପାରିତ ମହିଳା ସଂରକ୍ଷଣ ବିଲ୍ କୁ ଲାଗୁ କରିବାରେ ବିଜେପି ଟାଳଟୁଳ ନୀତି ଅବଲମ୍ୱନ କରୁଛି: ବିଜେଡି

Leave a Comment

error: Content is protected !!