ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ତାରିଣୀ ମହିଳା ଆରୋଗ୍ୟ ସମିତି ତରଫରୁ ଦହିପାଣି ବଣ୍ଟନ

ମା ତାରିଣୀ ମହିଳା ଆରୋଗ୍ୟ ସମିତି ତରଫରୁ ଦହିପାଣି ବଣ୍ଟନ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରରିଷଦ ଅନ୍ତର୍ଗତ ୱାର୍ଡ ୯ ଓ ୧୦ ମା ତାରିଣୀ ଆରୋଗ୍ୟ ସମିତି ତରଫରୁ ଅଂଶୁଘାତରୁ ରକ୍ଷା ପାଇଁ ଜନସାଧାରଣ ଙ୍କୁ ପଟ୍ଟାମୁଣ୍ଡାଇ ଓ ରାଜନଗର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର କାକୁଡ଼ି ପଲ୍ଲୀ ଛକ ନିକଟରେ ମା ତାରିଣି ଆରୋଗ୍ୟ ସମିତି ର ମହିଳା ମାନେ ପାନୀୟ ଦହିପାଣି ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି, ଆଶା ସୌଭାଗିନି ମଲ୍ଲିକ ଙ୍କ ତତ୍ବାବଧାନରେ ସମିତିର ସଦସ୍ୟା ଝୁନୁଲତା ଦାସ, ସରସ୍ଵତୀ ଚୌଧୁରୀ, ମିନାକ୍ଷୀ ରାଉତ,ମମତା ସେଠୀ, ରିନା ରାଉତ, ସବିତା ସେଠୀ, ଓ ତତ୍ ସହିତ ଶିଶିର କୁମାର ମଲ୍ଲିକ, ମାନଗୋବିନ୍ଦ ସେଠୀ, ଦିଲ୍ଲୀପ ସେଠୀ, ପ୍ରଭାତ ସେଠୀ, ପ୍ରମୁଖ ସହଯୋଗ କରିଥିଲେ, ରାସ୍ତା ରେ ଯାଉଥିବା ପ୍ରଥଚାରି ଯାତ୍ରୀ ମାନକୁ ଦହି ପାଣି ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି, ଦହି ପାଣି ବଣ୍ଟନ କରୁଥିବାରୁ ଯାତ୍ରୀ ମାନେ ମା ତାରିଣି ଆରୋଗ୍ୟ ସମିତି ର ମହିଳା ମାନଙ୍କୁ ଧନ୍ୟବାଦ ଦେଇଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ଇଶ୍ଵରପୁରୁର ଧର୍ମ ପରାୟଣ ଵ୍ୟକ୍ତିଙ୍କ ଦେହାନ୍ତ

masiha

ତ୍ରିପ୍ରୁରାରୁ ଆସିଲା ସେନା କର୍ମଚାରୀଙ୍କ ମୃତ ଦେହ;ରାଇବାଡି ଗ୍ରାମରେ ବିଏସଏଫ ସେନା ତରଫରୁ ଗାର୍ଡ ଅଫ ଅନର୍ ; ପଞ୍ଚଭୂତ ରେ ଲୀନ ହେଲେ ବୀର ସୈନିକ; ତିରିଂ ଅଞ୍ଚଳରେ ଶୋକାକୁଳ ପରିବେଶ

Sunil Chandra Nayak

ରାଇରଙ୍ଗପୁରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୪୪୧ ଜଣ ଆଶାୟୀ

masiha

Leave a Comment

error: Content is protected !!