ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ 

ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ 

ବସ୍ତା,10/04 :ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୁଧବାର ଅପରାହ୍ନ ଗୁଟେ ସମୟରେ ବୁଦ୍ଧିଆମାରି ନିକଟରେ ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ଉକ୍ତ ମାଟି ବୋଝେଇ ଟ୍ରାକ୍ଟର ଲଙ୍ଗଳେଶ୍ୱର ଅଭିମୁଖେ ଯାଉଥିବା ବେଳେ ବୁଦ୍ଧିଆମାରି ନିକଟରେ ପୋଲିସ ଅଟକାଇ ପୋଲିସ କାଗଜ ପତ୍ର ଯାଞ୍ଚ କରିଥିଲେ l ପରେ କାଗଜ ପତ୍ର ସଠିକ ନ ଥିବା ଜଣାପଡିଵା ପରେ ଉକ୍ତ ମାଟି ବୋଝେଇ ଟ୍ରାକ୍ଟର ଜବତ କରିଥିବା ଦେଖିବାକୁ ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଗାଈ ଚୋର କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ 

masiha

ପୋସ୍କୋ କେସ ମାମଲାର ଫେରାର ଅଭିଯୁକ୍ତ ଗିରଫ

Sunil Chandra Nayak

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ

masiha

Leave a Comment

error: Content is protected !!