ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦ୍ୱାରିକା ନିକଟରେ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ 

ଦ୍ୱାରିକା ନିକଟରେ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ 

ବସ୍ତା,14/04 : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରବିବାର ଅପରାହ୍ନ ସମୟରେ ଦ୍ୱାରିକା ନିକଟରେ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ଉକ୍ତ ବାଲି ବୋଝେଇ ଟ୍ରାକ୍ଟର ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ଦ୍ୱାରିକା ନିକଟରେ ପୋଲିସ ଅଟକାଇ ପୋଲିସ କାଗଜ ପତ୍ର ଯାଞ୍ଚ କରିଥିଲେ l ପରେ କାଗଜ ପତ୍ର ସଠିକ ନ ଥିବା ଜଣାପଡିଵା ପରେ ଉକ୍ତ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ଦେଖିବାକୁ ମିଳିଛି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବେଙ୍ଗାଳୁରୁରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

masiha

ଧର୍ମଗଡ ଥାନା ପୋଲିସ କୁ ସଫଳତା , ୧୨ ଗୋଟି ଚୋରୀ ଦୁଇଚକିଆ ଯାନ ଉଦ୍ଧାର , ଜଣେ ଗିରଫ

Sunil Chandra Nayak

ଘରେ କେହି ନଥିବାର ସୁଯୋଗ ନେଇ ଚୋର କଲେ ଚୋରି

masiha

Leave a Comment

error: Content is protected !!