ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାରୱାଡି ୟୁବା ମଞ୍ଚ ପକ୍ଷରୁ ସର୍ବତ ବଣ୍ଟନ

ମାରୱାଡି ୟୁବା ମଞ୍ଚ ପକ୍ଷରୁ ସର୍ବତ ବଣ୍ଟନ

ଜୁନାଗଡ ୧୮//୦୮(ମନିସ )ପବିତ୍ର ରାମ ନବମୀ ଅବସର ରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନାଗଡ ମାରୱାଡି ୟୁବା ମଞ୍ଚ ପକ୍ଷରୁ ସହର୍ ସ୍ଥିତ କଲମପୁର ଛକ ନିକଟରେ ରାମ ନବମୀ ଓ ପଣା ସଂକ୍ରାନ୍ତି ଅବସରରେ ପଥ ଚାରି ଙ୍କୁ ସର୍ବତ ପଣା ବଣ୍ଟନ କରାଯାଇଥିଲା l ଏଥିରେ ଜୁନାଗଡ ମାରୱାଡି ଯୁବାମଞ୍ଚର ସଭାପତି ସୂରଜ ଅଗ୍ରୱାଲ, ସମ୍ପାଦକ ଅଙ୍କିତ ଶର୍ମl, କୋଷାଧ୍ଯକ୍ଷ ମୟଙ୍କ ଅଗ୍ରୱାଲ, ଗୋପlଲ ମିତ୍ତଲ, ସନ୍ତୋଷ ଶିଙ୍ଗଲ, ଆଶିଷ ଗୋୟଲ, ଚନ୍ଦନ କ୍ଷେମକl, ଅମାନ୍ ଗୋଏଲ, ଶଙ୍କର ବଂଶଲ, ଶୁଭମ୍ ଓ ଅଗ୍ରୱାଲ, ରିତେଶ ଅଗ୍ରୱାଲ, ପ୍ରଣବ୍ ଗୋଏଲ ପ୍ରମୂଖ ସାମିଲ ହୋଇ ସହଯୋଗ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ଖେଳନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଟିତ

Sunil Chandra Nayak

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ, ସାମ୍ବାଦିକ ମହଲରେ ଶୋକର ଛାୟା, ଖଡ଼ିଆଳ ସାମ୍ବାଦିକ ମାନଙ୍କ ତରଫରୁ ଶୋକ ପ୍ରକାଶ

Sunil Chandra Nayak

ତ୍ରୁଟି ପୂର୍ଣ୍ଣ ଚେକ ଡେମ୍ ନିର୍ମାଣ ସାଙ୍ଗକୁ ମରାମତି ଅଭାବ ଯୋଗୁଁ ଜଳସେଚନର ଲକ୍ଷ୍ୟ ହାସଲ କରିପାରୁନାହିଁ, ଚାଷୀ ମୁଣ୍ଡରେ ଚଡ଼କ

Sunil Chandra Nayak

Leave a Comment

error: Content is protected !!