ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ହିନ୍ଦୁ ପରିଷଦ ର ରାମ ଙ୍କ ଜନ୍ମ ଉତ୍ସବ ପାଳନ

ବିଶ୍ଵ ହିନ୍ଦୁ ପରିଷଦ ର ରାମ ଙ୍କ ଜନ୍ମ ଉତ୍ସବ ପାଳନ

 ବ୍ରହ୍ମପୁର //  ବିଶ୍ଵ ହିନ୍ଦୁ ପରିଷଦ ବ୍ରହ୍ମପୁର ଶାଖା ଦ୍ଵାରା ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ଙ୍କ ଜନ୍ମ ଉତ୍ସବ ଶ୍ରୀରାମ ନବମୀ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି ।ଇତ୍ୟାବସର୍ ରେ ସ୍ଥାନୀୟ ବଡ ବଜାର ଖସ୍ପା ସାହି ଠାରୁ ଏକ ବିଶାଳ ଶୋଭଯାତ୍ରାରେ ବଡ ବଜାର ସାନ ବଜାର ଗିରିଜା ଛକ ,ଉତ୍କଳ ସିନେମା ହଲ୍ ଛକ ମାଆ ବୁଢ଼ୀ ଠାକୁରାଣୀ ମନ୍ଦିର ଦେଇ ବାହାରି ଜାଉରା ସାହି ତ୍ରିନାଥ ମନ୍ଦିରଠାରେ ଶେଷ ହୋଇଥିଲା ।ଏଥିରେ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ରାମ ଭକ୍ତ ଯୋଗ ଦେଇ ରାମ ଧୁନ ,ରାମଙ୍କ ନାରା ଦେଇ ଥିଲେ। ଏହି କାର୍ଯ୍ୟକ୍ରମ କୁ ବିଶ୍ବହିନ୍ଦୁ ପରିଷଦ ର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ ବିଭାଗ ସଭାପତି ଇଁ.ଅଶୋକ କୁମାର ପାଳ ପ୍ରତ୍ୟକ୍ଷ ତତ୍ବାବଧାନ ରେ ସମସ୍ତ ବିଶ୍ବହିନ୍ଦୁ ପରିଷଦ ର କର୍ମ କର୍ତ୍ତା ପରିଚାଳନା କରିଥିଲେ ।

 

Related posts

ରାୟଗଡା ବ୍ଲକରେ ଦଶମ ସମିତି ବୈଠକ ଅନୁଷ୍ଠିତ 

masiha

ଓଡିଆ ପକ୍ଷପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୋଗ ଏବଂ ରକ୍ତ ଦାନ ଶିବିର 

Sunil Chandra Nayak

ରାଇରଙ୍ଗପୁରରେ ବୟନିକାର ୬୭ ତମ ପ୍ରତିଷ୍ଠା ଦିବସ

Leave a Comment

error: Content is protected !!