ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତୁରି ଟିକିଆ ହାତୀପଲ ଉପଦ୍ରଵ, ଭୟଭୀତ ଅଂଚଳବାସୀ 

ସତୁରି ଟିକିଆ ହାତୀପଲ ଉପଦ୍ରଵ, ଭୟଭୀତ ଅଂଚଳବାସୀ 

ବସ୍ତା,21/04 : ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲା ସିମାନ୍ତରେ ୭୦ ଟିକିଆ ହାତୀପଲ ଉପଦ୍ରଵ ଦେଖିବାକୁ ମିଳିଛି ,ରବିବାର ସକାଳ ସମୟରେ ବସ୍ତା ବ୍ଲକ ଅନ୍ତର୍ଗତ ଚାଷୀପଡା ନିକଟରେ ଏବଂ ଅପରାହ୍ନ କାନପୁର ଅଞ୍ଚଳରେ ଏହି ହାତୀ ପଲରୁ କିଛି ହାତୀ ଆସି କାନପୁର ପୋଖରୀରେ ପାଣି ପିଉଥିବା ଦେଖିବାକୁ ମିଳିଥିଲା,ତେବେ ଏହି ହାତୀପଲ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭିତ ହୋଇ ପଡିଛନ୍ତି,ହାତୀପଲ ଦିନରେ ଜଙ୍ଗଳରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହୋଇ ଚାଷ କ୍ଷତିକରିବା ସହିତ ଘର ଭାଙ୍ଗି ଲୋକଙ୍କୁ ଆକ୍ରମଣ କରୁଥିବା ବାରମ୍ବାର ଘଟୁଛି,ତେବେ ବନ ବିଭାଗ ଏହି ହାତୀ ଘଉଡାଇକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପେଦାଅଲଡ଼ା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଜନ ଶୁଣାନୀ ଅଭିଯୋଗ ଶିବିର 

ଭାରତମାଳା ରାସ୍ତା ରେ ନିୟୋଜିତ ଟିପର ଧକ୍କା ରେ ମହିଳା ମୃତ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!