ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାୟଗଡ ଜିଲ୍ଲା ଚାନ୍ଦିଲି ପୋଲିସ୍ ଦ୍ୱାରା ସଫଳତା

ରାୟଗଡ ଜିଲ୍ଲା ଚାନ୍ଦିଲି ପୋଲିସ୍ ଦ୍ୱାରା ସଫଳତା

ଚାନ୍ଦିଲି ପୋଲିସ ଗୋଟିଏ ଚୋରି ମାମଲାରେ ଚିହ୍ନଟ କରି ଜଣେ ଅଭିଯୁକ୍ତ ପୁଲକା ପବିତ୍ରଙ୍କୁ ଗିରଫ କରିବାରେ ସଫଳ ହେଇଚି । ତା ଠାରୁ ଟଙ୍କା ୧,୨୦,୦୦୦ / – ର ଚୋରି ହୋଇଥିବା ନଗଦ ଟଙ୍କା ଜବତ । ଚାନ୍ଦିଲି PS କେସ୍ ନମ୍ବର 1111/2024, U / s 457/380 IPC ଧାରାରେ କେସ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି |

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୋଟରସାଇକେଲ ଦୁର୍ଘଟଣାରେ ୧ ମୃତ ଓ ୧ ଗୁରୁତ୍ତର

Sunil Chandra Nayak

ବାଣପୁର ଥାନା ଅଞ୍ଚଳରେ ବିବାହିତା ମହିଳାଙ୍କୁ ଜୋର୍ ଜବରଦସ୍ତି ବଳାତ୍କାର କରିବା ସହିତ ଓ ତାଙ୍କର ଆପତ୍ତିଜନକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଯୁବକ ଗିରଫ !!!

Sunil Chandra Nayak

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ

masiha

Leave a Comment

error: Content is protected !!