ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ଭାରତ କୃଷକ ସଙ୍ଘର କୋରାଇ ବ୍ଲକ ରେ ନୂତନ କାର୍ଯ୍ୟାଳୟ ଓ ସମୀକ୍ଷା ବୈଠକ ଅନୁଷ୍ଠିତ

ଯୁବ ଭାରତ କୃଷକ ସଙ୍ଘର କୋରାଇ ବ୍ଲକ ରେ ନୂତନ କାର୍ଯ୍ୟାଳୟ ଓ ସମୀକ୍ଷା ବୈଠକ ଅନୁଷ୍ଠିତ

ପାଣିକୋଇଲି: ଯୁବ ଭାରତ କୃଷକ ସଙ୍ଘର ଏକ ଗୁରୁତ୍ବପୂର୍ଣ ସମୀକ୍ଷା ବୈଠକ ଜିଲା ସଭାପତି ରାଜକିଶୋର ସାମଲ ଙ୍କ ସଭାପତିତ୍ବରେ କରଦା ପଂଚାୟତ ର ଆମ୍ବଗଡ଼ିଆ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାପତି ପ୍ରଭାକର ନାୟକ ଯୋଗଦେଇ କୋରେଇ କୃଷକଙ୍କ ସମସ୍ୟା ଦୂର ପାଇଁ ସଙ୍ଘ ହିଁ ଏକମାତ୍ର ବିକଳ୍ପ ବୋଲି ତାଙ୍କର ମତବ୍ୟକ୍ତ କରିଥିଲେ। ବ୍ଲକ ସଭାପତି ଦଶରଥ ସାହୁ, ସମ୍ପାଦକ ସୁଧାକର ଭୂତିଆ, ଫକିର ସାମଲ, ବିଷ୍ଣୁ ମଳିକ, ନାଁ ନାରାଯଣ ବେହେରା, ହରିହର ଭୂତିଆ, ନିଶାକର ଭୂତିଆ, ସଦାନନ୍ଦ ଦ ଭୂତିଆ ଓ ଦୀପକ ଭୂୟାଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ସଙ୍ଘ ପକ୍ଷରୁ କୋରେଇ ବ୍ଲକର ନୂତନ କାର୍ଯ୍ୟାଳୟ ରାଜ୍ୟ ସଭାପତି ଶ୍ରୀ ନାୟକଙ୍କ ଦ୍ବାରା ଫିତା କାଟି ଉଦ୍‌ଘାଟିତ ହୋଇଥିଲା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ସ୍ଥାନାନ୍ତରିତ ହେଲା ବିପିୟୁଟି ଠାରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର

Sunil Chandra Nayak

ଜିଲ୍ଲା ର ଶ୍ରେଷ୍ଠ ଲେମ୍ପ ଏମଡି ଓ କେସିସି ବ୍ୟାଙ୍କ ମ୍ୟନେଜର ଭାବେ ପୁରସ୍କୃତ ହେଲେ 

ବାଙ୍ଗିରୀପୋଷୀ ଥାନା! ଦୁଆରଶୁଣୀ ଘାଟିରେ ଧଉଳି ଗଣନାଟ୍ଯ ର ଟ୍ରକ ଦୁର୍ଘଟଣାଗ୍ରସ୍ତ,୬ କର୍ମଚାରୀଙ୍କ ମୃତ୍ୟୁ ୧୨ଗୁରୁତର 

masiha

Leave a Comment

error: Content is protected !!