ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜ୍ଯୋତିପ୍ରକାଶଙ୍କୁ ମିଳିଲା ନୂଆ ଦାୟିତ୍ୱ

ଜ୍ଯୋତିପ୍ରକାଶଙ୍କୁ ମିଳିଲା ନୂଆ ଦାୟିତ୍ୱ

ବାଲେଶ୍ବର,୨୩/୫/୨୪- ଗତକାଲି ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଇସ୍ତଫା ପତ୍ରଟିକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିଲେ । କିନ୍ତୁ ଆଜି ଦଳ ତାଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛି । ସେ ବର୍ତ୍ତମାନ ବାଲେଶ୍ଵର ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ନେଇଛନ୍ତି । ଏଥିସହିତ ଅଶ୍ୱିନୀ ପାତ୍ରଙ୍କୁ ବାଲେଶ୍ଵର ଜିଲ୍ଲା ବରିଷ୍ଠ ସାଧାରଣ ସଂପାଦକ ପଦବୀରେ ନିଯୁକ୍ତି ଦେଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବସ୍ତା ନିର୍ବାଚନ ମଣ୍ଡଳୀର ବସ୍ତା ବ୍ଲକ ବସ୍ତା ଆପ ପାର୍ଟି ଅଫିସ ଠାରେ ଆମ୍ ଆଦମୀ ପାର୍ଟି ବସ୍ତା ତରଫରୁ ସଭ୍ୟ ସଂଗ୍ରହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

masiha

ବ୍ଲକ ସ୍ତରରେ ପ୍ରତିଷ୍ଟା ଦିବସ ପାଳନ ନିମନ୍ତେ ବିଜେଡିର ପ୍ରସ୍ତୁତି ବୈଠକ,ତତ୍ ସହ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସମ୍ବର୍ଧନା ଦେଲେ ବିଜେଡି କର୍ମୀ

Sunil Chandra Nayak

କୋଶଲରାଏଜ୍ ମୁକ୍ତି ମୋର୍ଚ୍ଛା ବ୍ଳକ ସଭାପତି ଭାବେ କିରଣ କୁମାର ଧଙ୍ଗଡା ମାଝୀଙ୍କୁ ଚୟନ

masiha

Leave a Comment

error: Content is protected !!