ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ

ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ

ବାଲେଶ୍ବର,୨୬/୫/୨୪- ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ସିମୁଳିଆ ବ୍ଲକ ଇଶ୍ୱରପୁର ପଞ୍ଚାୟତ ଅଡା ସମବାୟ ସମିତି ବୋର୍ଡ ସଭ୍ୟ ନରହରି ବିଶ୍ୱାଳ ନିଜର ସମର୍ଥକ ନରେନ୍ଦ୍ର ବାରିକ, ପିତ୍ତବାସ ସାହୁ, ମଧୁସୂଦନ ଧଳ, ଚକ୍ରଧର ବିଶ୍ୱାଳ, ପ୍ରତାପ ଓଝା, ଦିଲ୍ଲୀପ କୁମାର ରାୟ, ସତ୍ୟବ୍ରତ ମହାପାତ୍ର ଓ କ୍ଷୀରୋଦ କର ପ୍ରମୁଖ ଅନ୍ୟ ଦଳ ତ୍ଯାଗ କରି ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁ ଙ୍କ ନେତୃତ୍ୱକୁ ଆସ୍ଥା ପ୍ରକଟ ବିଜେଡି ରାଜନେତା, ସମାଜସେବୀ ଶଶୀ କୁମାର ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଦଳ ତରଫରୁ ଶ୍ରୀ ସାହୁ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ବିଜେଡିକୁ ସ୍ୱାଗତ ଜଣାଇଛନ୍ତି । ଦଳର ପ୍ରାର୍ଥିନୀ ଦ୍ବୟ କିପରି ବହୁ ଭୋଟରେ ବିଜୟ ଲାଭ କରିବେ ସେଥିପାଇଁ କାର୍ଯ୍ୟ କରିବେ ବୋଲି ମିଶ୍ରଣକାରୀ ମାନେ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ବିଜେଡିର‌ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଉତ୍କଳ ଆଲୁମିନା କମ୍ପାନୀ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ, ନ୍ୟାର୍ଯ୍ୟ ଦାବିକୁ ପୂରଣ କରୁନି ଜିଲ୍ଳା ପ୍ରଶାସନ

Sunil Chandra Nayak

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରାର୍ଥି 

masiha

Leave a Comment

error: Content is protected !!