ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଳକ ସେଲୁନ ସଂଘର ମାସିକ ବୈଠକ

ନର୍ଲା ବ୍ଳକ ସେଲୁନ ସଂଘର ମାସିକ ବୈଠକ

ନର୍ଲା(ମନିସ)ନର୍ଲା ବ୍ଲକ ସେଲୁନ ସଂଘର ଚାରି ମାସିକିଆ ବୈଠକଟି ବାଳିପଡ଼ା ସାପ୍ତାହିକ ବଜାର ପ୍ରାଙ୍ଗଣ ରେ ସଂଘ ସଭାପତି ଡିଙ୍ଗର ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।ସଂଘର ସମ୍ପାଦକ ଅଶୋକ କୁମାର ବାରିକ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ। ଏଥିରେ ବିଭିନ୍ନ ପ୍ରସ୍ତାବକୁ ଉପସ୍ଥାପନ କରାଯାଇଛି। କୋଷାଧ୍ୟକ୍ଷ ସୁରେନ୍ଦ୍ର ଡାକୁଆ,ସହ – ସମ୍ପାଦକ ଅରୁଣ ବାରିକ ସମୀର ବାରିକ ବାରିକ ସମାଜର ଜିଲ୍ଲା ସଭାପତି ବୃନ୍ଦାବନ ବାରିକ,ଜିଲ୍ଲା ସମ୍ପାଦକ ନିର୍ମଳ ବାରିକ, ନର୍ଲା ବାରିକ ସମାଜ ସଭାପତି ପ୍ରହଲ୍ଲାଦ ବାରିକ ତଥା ଜନ୍ମେଜୟ ବାରିକ, ଆଶ୍ୱିନ ବାରିକ, ସୋମନାଥ ବାରିକ, ପ୍ରେମ ବାରିକ, ପ୍ରଶାନ୍ତ ବାରିକ ,ଅଜିତ ବାରିକ , ଲମ୍ବୋଦର ବାରିକ, ଗିରି ବାରିକ, ରୋହିତ ବାରିକ ,ଆକାଶ ବାରିକ ଭୁବନ ବାରିକ, ଗଗନ ବାରିକ, କ୍ଷୀରୋଦ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।ବୈଠକ ଶେଷରେ ସନ୍ତୋଷ ବାରିକ ଧନ୍ୟବାଦ୍ ଦେଇଥିଲେ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ

masiha

ବିଜ୍ଞାନ – ରାସ୍ତାର ଦୋଛକିରେ 

Sunil Chandra Nayak

ଚିତାବେଡା ଠାରେ ପାଣ୍ଡରା ମାଲି ସମାଜର ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!