ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶିଷ୍ଠ କଳାକାର ଅରୁଣ ଜ୍ୟୋତି ଶର୍ମା ଙ୍କ ସ୍ମୃତି ଏବଂ ଶ୍ରଦ୍ଧାଞ୍ଜଳୀ ସଭା

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ପରିସର ମଧ୍ୟରେ ବିଶିଷ୍ଠ କଳାକାର ଅରୁଣ ଜ୍ୟୋତି ଶର୍ମାଙ୍କ ବିୟୋଗ ରେ ସ୍ମୃତି ଏବଂ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଅଛି। ଏହି ସଭାରେ ଅନୁଷ୍ଠାନ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଅନୁଷ୍ଠାନ ଉପଦେଷ୍ଟା ଡ଼ଃ. ରାମଚନ୍ଦ୍ର ମିଶ୍ର ଯୋଗ ଦେଇ କଳାକାର ଜଗତରେ ଅପୂରାଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ଅନୁଷ୍ଠାନ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଧକ୍ଷତା କରିଥିଲେ। ଅରୁଣ ଜଣେ ଏକାଧାରରେ ବହୁ ଗୁଣର ଅଧିକାରୀ ହୋଇ ଜଣେ ଭଦ୍ର, ଅମାୟିକ, ସ୍ପଷ୍ଟଵାଦୀ ବ୍ୟକ୍ତିତ୍ବ ଥିଲେ ବୋଲି ସଭାରେ ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାନ୍ତାନୁ ପଣ୍ଡା,ଶତିଶ ପଟ୍ଟନାୟକ, ସୁନୀଲ କୁମାର ସାହୁ, ଅଷ୍ପତାଳୁ ଗଉଡ଼, ନୂର ମହମ୍ମଦ,ଦିଲୀପ କର, ଅମୋଘ ପଣ୍ଡା, ଭୋଦେଵ ସାହୁ, ଗୋବିନ୍ଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୁର୍ବୁତ୍ତ ବିଦେଶି ମଦ ଦୋକାନ ର ସଟର ତାଡିଲେ

Sunil Chandra Nayak

ରାଇରଙ୍ଗପୁର ହାଇସ୍କୁଲରେ ଜାତୀୟ ହିନ୍ଦି ଦିବସ ପାଳିତ 

Sunil Chandra Nayak

ନାହିଁ ନାହିଁ ର ଗାଁ ଘୁମେର , ଶାସନ ର ଦୃଷ୍ଟି ପଡିବ କି ?

Sunil Chandra Nayak

Leave a Comment

error: Content is protected !!