ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରେମୀକ ଛାଡି ଦେଲା ପ୍ରେମିକା କୁ , ୫ମାସର ଶିଶୁ ପୁତ୍ରକୁ ଧରି ପ୍ରଚଣ୍ଡ ଖରାରେ ଥାନାର ଦ୍ୱାରସ୍ଥ,ହେଲେ ଜଣେ ମହିଳା

ପ୍ରେମୀକ ଛାଡି ଦେଲା ପ୍ରେମିକା କୁ , ୫ମାସର ଶିଶୁ ପୁତ୍ରକୁ ଧରି ପ୍ରଚଣ୍ଡ ଖରାରେ ଥାନାର ଦ୍ୱାରସ୍ଥ,ହେଲେ ଜଣେ ମହିଳା

ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଝାରମୁଣ୍ଡା ଗାଁରେ ।ମହିଳା ଜଣକ ହେଲେ ସାବିତ୍ରୀ ତରିଆ ୨୦୧୨ରେ ସେ ପ୍ରଥମେ ନିରୋଜ ଧରୁଆଙ୍କ ସହିତ ପ୍ରେମ ହୋଇ ଥିଲା ଧୀରେ ଧୀରେ ଦୁହେଁଙ୍କର ପ୍ରେମ ଅତି ନିବିଡ ହୋଇ ଉଠି ଥିଲା ଦୁହେଁ ବହୁତ ଖୁସିରେ ବାହାର ରାଜ୍ୟରେ ତ୍ରିପୁରାରେ ଏକ ଘରୋଇ କମ୍ପାନୀରେ ଦୁଇ ପଇସା ରୋଜଗାର କରି ରହିଆସୁ ଥିଲେ ହେଲେ କିଛି ବର୍ଷ ବିତି ଜାଇ ଥିବା ବେଳେ ସାବିତ୍ରୀକୁ ଏକ ପୁତ୍ର ଜନ୍ମ ହେଲା ପରେ ନିରୋଜ ନିଜ ପୁଅକୁ ଅଲଗା ହାତରେ ବିକ୍ରି କରିବା ପାଇଁ ସ୍ତ୍ରୀ ସାବିତ୍ରୀ କୁ ଅନେକ ଥର ଚାପ ପକେଇ ଆସୁଥିଲା।ହେଲେ ସ୍ତ୍ରୀ ଜଣକ ମୁ ଜନ୍ମ କରିଛି ପୁଅକୁ କାହା ହାତରେ ଟେକିଦେବା କୁ ରୋକଠୋକ ମନାକରି ଥିଲା,

 ମୁ ଏମିତି କାମ କାହିଁକି କରିବି ବୋଲି ଅନେକ ଥର କହିଛି ସାବିତ୍ରି ହେଲେ ନିରୋଜର ମା ବାପାଙ୍କ ଭୟରେ ମା ବାପା କଥାରେ ପଡି ସାବିତ୍ରୀକୁ ଓ ନବ ଜାତ ଶିଶୁକୁ ଛାଡି କୁଆଡେ ଚମ୍ପଟ ମାରିଛି ହେଲେ ସାବିତ୍ରୀ ବାହାର ରାଜ୍ୟରେ କାହାକୁ କହିବେ କିଛିଦିନ ଖୋଜାଖୋଜି କରି ଫୋନ ମଧ୍ୟ୍ୟ କଲେ ମୋବାଇଲ ବନ୍ଧ ଥିବାରୁ ନିଜ ଭିଟାମାଟିକୁ ଫେରି ଆସି ବଲାଙ୍ଗୀର ଟାଉନ ଥାନାରେ ଆଜି ଏକ ଲେଖିତ ଅଭିଯୋଗ କରିଛନ୍ତି ଏବଂ ତାଙ୍କର ସ୍ୱାମୀଙ୍କୁ ତାଙ୍କର ପାଖ କୁ ଫେରାଇ ଆଣିବାକୁ ସେଦାବି କରିଛନ୍ତି ସାବିତ୍ରୀ ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

 

 

Related posts

୬ ବର୍ଷ ର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ

masiha

ଦାଦନ ଶ୍ରମିକକୁ ବନ୍ଧକ ଘଟଣା.- ସର୍ଦାର ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ତତ୍ପର, କେବେ ଗିରଫ କରିବ ପାଟଣାଗଡ଼ ପୁଲିସ , ଘଟଣା ପରେ ଫେରାର ଦାଦନ ସର୍ଦାର 

masiha

ମୋବାଇଲ ଦୋକାନ ରେ ଚୋରି, ସିସିଟିଭି ଫୁଟେଜରେ କଏଦ୍ ହେଲା ଚୋରର ଗତିବିଧି

Leave a Comment

error: Content is protected !!