ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ପୋଲିସ କୁ ବଡ଼ ସଫଳତାSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ପିତିରି ଜଙ୍ଗଲ ରୁ ୩ଜଣ ଡକାୟତ ଙ୍କୁ କାବୁ କଲା ପୋଲିସ୍ l ସୁଚନା ମୁତାବକ ସେମାନେ ଠାରୁ... Read more
ତିର୍ତୋଲ ଅବକାରୀ ଥାନା ଅଧିକାରୀଙ୍କ ବଡ ସଫଳତା, ନକଲିମଦ ଜବତ ସାଙ୍ଗକୁ,ଜଣେ ଗିରଫSunil Chandra NayakJanuary 21, 2023 by Sunil Chandra NayakJanuary 21, 20230 ତିର୍ତ୍ତୋଲ :- 20/01/23 ସମାଜର କ୍ଷତି ଘଟାଉଥିବା ମଦର ଚୋରା କାରବାର ରୋକିବାକୁ ଅବକାରୀ ଥାନାର ପ୍ରୟାସ ଜୋରସୋର ଭାବେ ଚାଲିଥିବା ବେଳେ,ସମଗ୍ର... Read more
ବାରହା ମାଂସ ବିକ୍ରି ଅଭିଯୋରେ ୩ ବ୍ୟକ୍ତି ଗିରଫSunil Chandra NayakJanuary 20, 2023 by Sunil Chandra NayakJanuary 20, 20230 ମ.ରାମପୁର: ,୨୦/୦୧(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଞ୍ଜ ଅନ୍ତର୍ଗତ ଖଲିଆପାଲି ଗାଁ ରେ ବାରହା ମାଂସ ବିକ୍ରି କରୁଥିବା ଅଭିଯୋଗରେ ବନ ବିଭାଗ ୩ଜଣ... Read more
ପାରିବାରିକ କଳହ ଯୋଗୁଁ ଜ୍ବାଇଁ ର ଛୁରା ମାଡ଼ରେ ଶଶୁର ମୃତ୍ୟୁSunil Chandra NayakJanuary 20, 2023 by Sunil Chandra NayakJanuary 20, 20230 କନ୍ଧମାଳ ଜିଲ୍ଲା ବାଲିଗୁଡା ଗୁଳିମରାପଦା ସାହି ରେ ଗତକାଲି ଘଟିଯାଇଛି ଏକ ଅଭାବନୀୟ ଘଟଣା l ଜ୍ୱାଇଁ ର ଛୁରା ମାଡ ରେ ଶଶୁର... Read more
ବେଆଇନ ଶାମୁକା ବ୍ଯବସାୟ ର ପେଣ୍ଠସ୍ଥଳ ପାଲଟିଛି ବାଲିଆପାଳ ବ୍ଲକ ର ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳSunil Chandra NayakJanuary 19, 2023 by Sunil Chandra NayakJanuary 19, 20230 ଦଲାଲ ଙ୍କ ମାଧ୍ଯମରେ ପଶ୍ଚିମବଙ୍ଗ କୁ ଚାଲାଣ ହେଉଛି କ୍ବିଣ୍ଟାଲ କ୍ବିଣ୍ଟାଲ ଶାମୁକା, ବେଆଇନ କାରବାରକୁ ରୋକିବା ପାଂଇ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ... Read more
ମନ୍ଦିରରୁ ସିରିଜ୍ ଚୋରିSunil Chandra NayakJanuary 18, 2023 by Sunil Chandra NayakJanuary 18, 20230 ବାଲିଆପାଳ //18/1/23 (ମନିସ )ଶେସରେ ଚୋରମାନେ ଠାକୁରଙ୍କ ମନ୍ଦିରରୁ ଚୋରି କରିବାକୁ ପଛାଇ ନାହାନ୍ତି। ବାଲିଆପାଳ ବ୍ଲକର ବିଭିନ୍ନ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ... Read more
ପୁଣି କଳା ପଲସର୍ ଆତଙ୍କ – ଏଥର ଖୁଡି ସମ୍ବୋଧନ କରି ବେକରୁ ସୁନାଗହଣା ଲୁଟ୍ Sunil Chandra NayakJanuary 18, 2023 by Sunil Chandra NayakJanuary 18, 20230 କାମାକ୍ଷାନଗର ( ମ ନି ସ)୧୮/୦୧// କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଜିରିଡାମାଳି ତାରିଣୀ ମନ୍ଦିର ପଛ ପଟ ଆପର୍ଟମେଣ୍ଟ୍ ରହୁଥିବା ଯମୁନାକୋଟ ଗ୍ରାମର... Read more
ବାଲ୍ୟବିବାହ ରୋକିଲା ପ୍ରଶାସନSunil Chandra NayakJanuary 18, 2023 by Sunil Chandra NayakJanuary 18, 20230 ଚନ୍ଦାହାଣ୍ଡି ତା,୧୮/୦୧(ମ ନି ସ ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡା ଗ୍ରାମ ପଞ୍ଚାୟତର କନ୍ଦିଓଡା ଗ୍ରାମରେ ଚାଲିଥିବା ବାଲ୍ୟବିବାହକୁ ରୋକିଛି... Read more
ବାଦାମପାହାଡରେ ବହୁ ଚର୍ଚ୍ଚିତ ଶିଶୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡSunil Chandra NayakJanuary 18, 2023 by Sunil Chandra NayakJanuary 18, 20230 ମୟୂରଭଞ୍ଜ -୧୭/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ପାଶାଘୁଟୁ ଗ୍ରାମର ୧୨/୧୨/୨୦୨୦ ତାରିଖ ଦିନ ବହୁ ଚର୍ଚ୍ଚିତ ଶିଶୁ ଦଶରଥ... Read more
ଅଜଣା ଗାଡି ଧକ୍କାରେ ମୋଟର ସାଇକେଲ ଆରୋହୀ ମୃତSunil Chandra NayakJanuary 17, 2023 by Sunil Chandra NayakJanuary 17, 20230 ଡାବୁଗାଁ, ୧୭/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ପରଶୁବେଢା ଗ୍ରାମ ନିକଟସ୍ଥ ନଦୀ ପୋଲ ଉପରେ ସୋମବାର ରାତ୍ରିରେ ଏକଅଜଣା ଗାଡି... Read more