୧- ଶାନ୍ତି ଶକ୍ତି ଭବନରେ ଆସିକା ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ସମ୍ବର୍ଦ୍ଧିତ , ୨- ବ୍ଲକ ସ୍ତରୀୟ ଜେ ଆର ସି ଓ ସ୍କାଉଟ ଗାଇଡ ସମିତି ଗଠନ
ଶାନ୍ତି ଶକ୍ତି ଭବନରେ ଆସିକା ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ସମ୍ବର୍ଦ୍ଧିତ ଆସିକା,୧/୧୦/୨୬(ଶିବ ଶଙ୍କର ମିଶ୍ର ) ଆସିକା ସମବାୟ ଚିନିଶିଳ୍ପକୁ ୨୦୨୫-୨୬ ବର୍ଷ ପାଇଁ...
