ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋପରଡା ପ୍ରସିଦ୍ଧ ରଜୋତ୍ସବ ଓ ସମ୍ବର୍ଧନା ସଭା

ପୋପରଡା ପ୍ରସିଦ୍ଧ ରଜୋତ୍ସବ ଓ ସମ୍ବର୍ଧନା ସଭା 

କଟକ : କଟକ ସହର ଉପକଣ୍ଠ ପୋପରଡା ପ୍ରସିଦ୍ଧ ରଜୋତ୍ସବ ଅବସରରେ ପଞ୍ଚଦିବସୀୟ ବାଦୀପାଲା ମହୋତ୍ସବ ଶେଷ ରଜ ଭୂମିଦାହ ପାଲିତ ହୋଇ ଏହି ଅବସରରେ ପାଲା ଗାୟକ ବାଚସ୍ପତି ବନବିହାରୀ ଗ୍ରହାଚାର୍ଯ୍ୟ କାଠଯୋଡ଼ି ସାହିତ୍ୟ ସଂସଦ ତରଫରୁ ସମ୍ମାନିତ କରାଯାଇଥିଲା । କାଠଯୋଡ଼ି ସାହିତ୍ୟ ସଂସଦ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପ୍ରଧାନ ସଙ୍ଗଠନ ସମ୍ପାଦିକା ଅଧ୍ୟାପିକା ବିଷ୍ଣୁପ୍ରିୟା ସାହୁ, ଦୁର୍ଯ୍ୟୋଧନ ବେହେରା,ଗଦାଧର ପ୍ରଧାନ,ରବି ରାଉତରାୟ,ପ୍ରମୋଦ ସାହୁ ଆଦି କର୍ମକର୍ତ୍ତା ସହ ଗ୍ରାମ ଅଧିକାରୀ ଦେବେନ୍ଦ୍ର ସ୍ଵାଇଁ ଉପସ୍ଥିତ ଥିଲାବେଳେ ସମ୍ପାଦକ ବାବାଜୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାୟଗଡାରେ ପ୍ରଥମ ଜିଲ୍ଳାସ୍ତରୀୟ ଲୋକଅଦାଲତ ଅନୁଷ୍ଠିତ

Sunil Chandra Nayak

ଡ୍ରାଇଭର ଙ୍କ ଆନ୍ଦୋଳନ ଦ୍ଵିତୀୟ ଦିନରେ – ଯାତ୍ରୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ 

Sunil Chandra Nayak

ଜିଲ୍ଲା ସ୍ତରୀୟ କୁଲତା ନାଏକ ବଂଶୀୟ ସମାବେଶ

Sunil Chandra Nayak

Leave a Comment

error: Content is protected !!