ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଆଳତୁମା ଗ୍ରାମର ପୂର୍ବତନ ଗ୍ରାମ ସଭାପତିଙ୍କ ବିୟୋଗ 

ନୂଆ ଆଳତୁମା ଗ୍ରାମର ପୂର୍ବତନ ଗ୍ରାମ ସଭାପତିଙ୍କ ବିୟୋଗ 

କାମାକ୍ଷାନଗର (ମନିସ )19/6/24 // କାମାକ୍ଷାନଗର ସ୍ଥିତ ନୂଆ ଆଳତୁମା ଗ୍ରାମର ପୂର୍ବତନ ସଭାପତି ତଥା ମହାଲଷ୍ମୀ ୟୁଥକ୍ଳବ ପତିଷ୍ଠାତା ସୁରେଶ ରାଉଳଙ୍କ ହୃଦରୋଗରେ ପରଲୋକ ହୋଇଯାଇଛି !

ସ୍ୱଗର୍ତ ରାଉଳ ନୂଆ ଆଳତୁମା ସ୍ଥିତ ନିଜ ଘରେ ଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ପରିବାର ଲୋକ ତୁରନ୍ତ କଟକ ଚିକିତ୍ସାଳୟକୁ ନେଉଥିବା ବେଳେ ଛାତିରେ ଅଧିକ ଯନ୍ତ୍ରଣା ଅନୁଭଵ କରିବାରୁ ବାଟରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିଥିଲେ, ସେଠାରେ ଡାକ୍ତର ମୁତ ଘୋଷଣା କରିଥିଲେ!ଖବର ପ୍ରଚାର ହେବା ପରେ ବହୁ ମାନ୍ୟ ଗଣ୍ୟ ଲୋକ ଓ ଗ୍ରାମ ବାସି ତାଙ୍କ ଶେଷ ଦର୍ଶନ କରିବାକୁ ବାସ ଭଵନରେ ପହଞ୍ଚିଥିଲେ, ସ୍ୱର୍ଗତ ରାଉଳ ବାରବର୍ଷ ହେବ ନୂଆ ଆଳତୁମା ଗ୍ରାମ ସଭାପତି ଭାବେ ଦାଇତ୍ୱ ତୁଳାଇ ଥିଲେ, ତାଙ୍କୁ ରାମିୟାଳ ନଦୀତଟରେ ଶେଷକୃତ୍ୟ ସମ୍ପୂଣ୍ଣ କରାଯାଇଛି

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ସାଂସଦଙ୍କ ଦ୍ୱାରା ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳରେ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର -ଛାତ୍ରୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

masiha

ଢେ଼ଙ୍କାନାଳର ଗୁପ୍ତପୀଠ ଗଣେଶ ଖୋଲ ଆଶ୍ରମ

Sunil Chandra Nayak

Leave a Comment

error: Content is protected !!