ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଙ୍କେଶ୍ବରୀ ମନ୍ଦିର ର ରାସ୍ତା ଅବରୋଧ ଅଭିଯୋଗ 

ଚିଲିଗୁଡା ତା,11/4(ମ ନି ସ ) ଜୁନାଗଡ ଥାନା ଅନ୍ତର୍ଗତ ନକଟି ଗୁଡା ସ୍ଥିତ ଲଙ୍କେଶ୍ଵରୀ ମନ୍ଦିର ରାସ୍ତା କୁ ଅବରୋଧ କରିଥିବାରୁ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ବ୍ୟାଘାତ ହୋଇଥିବା ଅଭିଯୋଗ ହୋଇଛି l ଗ୍ରାମ ର ଗାନ୍ଧୀ ନଗର୍ ପଡା ର ଲଙ୍କେଶ୍ଵରୀ ମନ୍ଦିର କମୁନିଟି ହଲ୍ ରାସ୍ତା କୁ ସେହି ଗ୍ରାମ ର ପଦ୍ମନ ମେହେର୍ ରାସ୍ତା ରେ ମାଟି ପକେଇ ଅବରୋଧ କରିଛନ୍ତି l ଫଳ ରେ ଗ୍ରାମ ବାସୀ ମନ୍ଦିର କୁ ପୂଜା ପାଠ ପାଇଁ ଯିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏନେଇ ମନ୍ଦିର ପୂଜକ ଜୟ ମାଝୀ ଜୁନାଗଡ ଥାନା ରେ ଅଭିଯୋଗ କରିଛନ୍ତି l ଏହାର ସ୍ଥାୟୀ ସମାଧାନ ସ୍ତାନୀୟ କତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମ ବାସୀ ଦାବି କରିଛନ୍ତି l ଚିଲଗୁଡ଼ା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ।

Related posts

କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଗଡ଼ିଲା ଜନସଂଖ୍ୟା ସ୍ଥିରତା ସଚେତନତା ରଥ

Sunil Chandra Nayak

ବିଭାହିତ ମହିଳା ମୃତ , ହତ୍ୟା ଅଭିଯୋଗ ଆଣିଲେ ବାପା , ଜ୍ୱାଇଁ ଅଟକ

Sunil Chandra Nayak

ନିଲାମ ନମିଳିବାରୁ ପୋଖରୀରେ ପକାଇଲେ ବିଷ

Leave a Comment

error: Content is protected !!