ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନ 

ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନ 

ନବରଙ୍ଗପୁର: (୨୪/୬/୨୪)(ରବି ନାରାୟଣ ମହାନ୍ତି)ସରକାରୀ ଘୋଷଣା ଅନୁଯାୟୀ ବିଦ୍ୟାଳୟ ଖୋଲିବାର ପ୍ରଥମ ସପ୍ତାହ କୁ ସୁରକ୍ଷା ସପ୍ତାହ ରୂପେ ପାଳନ କରାଯାଉଛି । ଏହାର ଉଦ୍ଦେଶ୍ୟ ରହିଛି ବିଦ୍ୟାଳୟ ଓ ଛାତ୍ର ଛାତ୍ରୀ ମାନଙ୍କ ସାମଗ୍ରିକ ସୁରକ୍ଷା ଯଥା ବିଦ୍ୟାଳୟର କୌଣସି ସ୍ଥାନ ଓ ପରିବେଶ ଯେପରି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିପଦ ସଙ୍କୁଳ ରହିବ ନାହିଁ,ନିରାପଦ ପରିବେଶକୁ ନିଶ୍ଚିତ କରିବା,ସାଇବର ସୁରକ୍ଷା,ମାନସିକ ଚାପରୁ ପିଲାଙ୍କୁ ମୁକ୍ତି ପାଇଁ ସଚେତନତା,ସ୍ବାସ୍ଥ୍ୟ ସଚେତନତା, ବିପର୍ଯୟ ପ୍ରଶମନ ମୁକାବିଲା କରିବା,ସଡ଼କ ସୁରକ୍ଷା, ବଜ୍ରାଘାତ ରୁ ରକ୍ଷା କରିବା, ଆଶୁ ଚିକିତ୍ସା, ସର୍ପାଘାତ ଓ ଅଗ୍ନି ନିରାପତ୍ତା ସମ୍ପର୍କୀୟ ସଚେତନତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇ ସାମଗ୍ରିକ ସୁରକ୍ଷାକୁ ସଫଳ କରିବା । ଏଣୁ ବ୍ଲକର ସମସ୍ତ ବିଦ୍ୟାଳୟ ରେ ସୁରକ୍ଷା ସପ୍ତାହ ପାଳନ କରାଯାଉଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

କୃଷି,କୃଷକ ଓ ଯୁବକଙ୍କୁ ନେଇ ଖବୁଶୀଘ୍ର କୃଷି କନ୍‌କ୍ଲେଭ – ୨୦୨୩

ରଜ ମହୋତ୍ସବ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

masiha

ସଂସ୍କୃତ ମହାବିଦ୍ୟାଳୟରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!