ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନାତନ ଧର୍ମ ପ୍ରଚାର ପ୍ରସାର ରେ ଵାଵା ଵଳିଆ

ସନାତନ ଧର୍ମ ପ୍ରଚାର ପ୍ରସାର ରେ ଵାଵା ଵଳିଆ

ନର୍ଲା /ମସିହା  // କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲାରୋଡ ସ୍ଥିତ ବିକ୍ରମ ଲଜ ଠାରେ ଆସନ୍ତା ୩୦.୦୬.୨୪ ଓ ୧.୦୭.୨୪ ରିଖ ଦୁଇଦିନ ଧରି ଓଡିଶାରେ ପ୍ରସିଦ୍ଧ ଲାଭ କରିଥିବା ଧର୍ମଗୁରୁ ବାବା ବଳିଆ ଙ୍କ ପ୍ରବଚନ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ରେ ନର୍ଲା ତଥା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ଆଧ୍ୟାତ୍ମିକ ଗୁରୁ ବଳିଆ ବାବାଙ୍କ ମୁଖ ନିସୃତ ଅମୃତ ବାଣୀ ଶୁଣିବା ସହ ନିଜ ନିଜ ଦୈନନ୍ଦିନ ଜୀବନଶୈଳୀ ରେ ବିନିଯୋଗ କରି ଶାନ୍ତି ଓ ଶୃଖଳିତ ଜୀବନ ଯାପନ କରିପାରିବେ ବୋଲି ଶିଶୁ ଅନନ୍ତ ପରିବାର ନର୍ଲା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ନର୍ଲା ରୁ ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ଆଜାଦିକା ଅମୃତ ମହୋତ୍ସବ ର ଅମୃତ ବଟିକା କାର୍ଯ୍ୟକ୍ରମ

masiha

ରାମପୁରରେ ରାବଣପୋଡି ଉତ୍ସବ ଅନୁଷ୍ଠିତ

masiha

ଜିଲ୍ଲା ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଙ୍କ ଭୁବନେଶ୍ୱର ଗସ୍ତ

Sunil Chandra Nayak

Leave a Comment

error: Content is protected !!