ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନାତନ ଧର୍ମ ପ୍ରଚାର ପ୍ରସାର ରେ ଵାଵା ଵଳିଆ

ସନାତନ ଧର୍ମ ପ୍ରଚାର ପ୍ରସାର ରେ ଵାଵା ଵଳିଆ

ନର୍ଲା /ମସିହା  // କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲାରୋଡ ସ୍ଥିତ ବିକ୍ରମ ଲଜ ଠାରେ ଆସନ୍ତା ୩୦.୦୬.୨୪ ଓ ୧.୦୭.୨୪ ରିଖ ଦୁଇଦିନ ଧରି ଓଡିଶାରେ ପ୍ରସିଦ୍ଧ ଲାଭ କରିଥିବା ଧର୍ମଗୁରୁ ବାବା ବଳିଆ ଙ୍କ ପ୍ରବଚନ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ରେ ନର୍ଲା ତଥା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ଆଧ୍ୟାତ୍ମିକ ଗୁରୁ ବଳିଆ ବାବାଙ୍କ ମୁଖ ନିସୃତ ଅମୃତ ବାଣୀ ଶୁଣିବା ସହ ନିଜ ନିଜ ଦୈନନ୍ଦିନ ଜୀବନଶୈଳୀ ରେ ବିନିଯୋଗ କରି ଶାନ୍ତି ଓ ଶୃଖଳିତ ଜୀବନ ଯାପନ କରିପାରିବେ ବୋଲି ଶିଶୁ ଅନନ୍ତ ପରିବାର ନର୍ଲା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ନର୍ଲା ରୁ ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ 

masiha

କୁମ୍ଭାରିପୁଟ ଗାଁର ଡିପଥେରିଆ ରୋଗରେ ଆକ୍ରାନ୍ତ ଶିଶୁର ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,ଭୟରେ ଗ୍ରାମବାସି 

masiha

ପାରିବାରିକ ସଂକଟକୁ ଜିତି ମାଟ୍ରିକରେ A1 ଗ୍ରେଡ୍—ପୂଜା ସ୍ୱାଇଁ ବ୍ଲକ ଟପ୍ପର

Leave a Comment

error: Content is protected !!