ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପଥ କେନାଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ବନ୍ୟପ୍ରାଣୀ ହେଟା ବାଘ ର ମୃତ୍ୟୁ

ରାଜପଥ କେନାଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ବନ୍ୟପ୍ରାଣୀ ହେଟା ବାଘ ର ମୃତ୍ୟୁ

  ନୂଆପଡ଼ା ଜିଲ୍ଲା ଖଡିଆଳ ୩୫୩ ନମ୍ୱର୍ ଜାତୀୟ ରାଜପଥ କେନାଲ ନିକଟ ପୋଡାପାଳି ତ୍ରିବେଣୀ କେନାଳ ପାଖରେ ଅଜଣା ଗାଡ଼ି ଧକ୍କାରେ ବନ୍ୟପ୍ରାଣୀ ହେଟା ବାଘ ର ମୃତ୍ୟୁ ହୋଇଅଛି। ଗ୍ରାମବାସୀ ମାନେ ସକାଳୁ ଦେଖି ଥିବା ବେଳେ ବନ୍ ବିଭାଗ କୁ ସୂଚନା ଦେଇଚନ୍ତି। ଘଟଣା ସ୍ଥଳରେ ଖଡିଆଳ ବନ୍ ବିଭାଗ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ଶବକୁ ବ୍ୟବଛେଦ ପରେ ପୋତିବା ବ୍ୟବସ୍ଥା କରିବା ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା 

masiha

ଜାତୀୟ ସେବା ଯୋଜନା (ଏନ୍ ଏସ୍ ଏସ୍) ର ଶୀତକାଳୀନ ଶିବିର ଉଦଯାପିତ 

Sunil Chandra Nayak

ସାରୁ ପଞ୍ଚାୟତରେ ପାନୀୟ ଜଳ ଘୋର ସଙ୍କଟ ,ସମାଧାନ ହେବ କେବେ ? ନଳକୂପ ସାଜିଛି ଗ୍ରାମବାସୀ ସାହାରା 

Sunil Chandra Nayak

Leave a Comment

error: Content is protected !!