ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପଥ କେନାଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ବନ୍ୟପ୍ରାଣୀ ହେଟା ବାଘ ର ମୃତ୍ୟୁ

ରାଜପଥ କେନାଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ବନ୍ୟପ୍ରାଣୀ ହେଟା ବାଘ ର ମୃତ୍ୟୁ

  ନୂଆପଡ଼ା ଜିଲ୍ଲା ଖଡିଆଳ ୩୫୩ ନମ୍ୱର୍ ଜାତୀୟ ରାଜପଥ କେନାଲ ନିକଟ ପୋଡାପାଳି ତ୍ରିବେଣୀ କେନାଳ ପାଖରେ ଅଜଣା ଗାଡ଼ି ଧକ୍କାରେ ବନ୍ୟପ୍ରାଣୀ ହେଟା ବାଘ ର ମୃତ୍ୟୁ ହୋଇଅଛି। ଗ୍ରାମବାସୀ ମାନେ ସକାଳୁ ଦେଖି ଥିବା ବେଳେ ବନ୍ ବିଭାଗ କୁ ସୂଚନା ଦେଇଚନ୍ତି। ଘଟଣା ସ୍ଥଳରେ ଖଡିଆଳ ବନ୍ ବିଭାଗ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ଶବକୁ ବ୍ୟବଛେଦ ପରେ ପୋତିବା ବ୍ୟବସ୍ଥା କରିବା ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

masiha

Dr.Amarendra Mohanty : A Fragrance of Mahanga’s Sacred Soil.

Sunil Chandra Nayak

ରାମନାଥ ଉଚ୍ଚ ବିଦ୍ୟାପୀଠ ଚଲାନ ପଡ଼ା ଠାରେ ଗୁରୁ ଦିବସ ପାଳିତ

masiha

Leave a Comment

error: Content is protected !!