ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ଟିମର ଆବାସ ଯୋଜନା ପରିଦର୍ଶନ

କେନ୍ଦ୍ରୀୟ ଟିମର ଆବାସ ଯୋଜନା ପରିଦର୍ଶନ

ଧର୍ମଗଡ଼:କେନ୍ଦ୍ରୀୟ ଟିମର ଏକ ପ୍ରତିନିଧି ଦଳ ଆଜି ଆବାସ ଯୋଜନା ପରିଦର୍ଶନ ପାଇଁ ଧର୍ମଗଡ ବ୍ଲକ କୁ ଆସିଥିଲେ। ଶ୍ରୀରାମ ବିନୋଦ କୁମାରଙ୍କ ନେତୃତ୍ୱରେ ପରାମର୍ଶଦାତା କେ, ଏସ, ମନରାଲ ଓ ଦୀପ ପ୍ରକାଶ ଛିଲିପା ଓ ବଡଘୁମେର ପଞ୍ଚାୟତକୁ ଯାଇ ସଂପୂର୍ଣ୍ଣ ହୋଇଥିବା ୧୦ଟି ଗୃହ ପରିଦର୍ଶନ କରିଥିଲେ ଖୁସି ବ୍ୟକ୍ତକରିଥିଲେ। ସଂପୂର୍ଣ୍ଣ ହୋଇନଥିବା ୮ ଜଣ ହିତାଧିକାରୀଙ୍କ ସହ ଅସଂପୂର୍ଣ୍ଣ ରହିବା କାରଣ ପଚାରିଥିଲେ ଓ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ କହିଥିଲେ। ପରିଦର୍ଶନ ସମୟରେ ଜିଲ୍ଲା ଆବାସ ଯୋଜନା ପ୍ରୋଗ୍ରାମ ମ୍ୟାନେଜର ଅମୁଲ୍ୟ କୁମାର ବାଉଲ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ରୋ ଓ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସଂପୃକ୍ତ ସରପଞ୍ଚମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜୟନ୍ତପୁର ଠାରେ ତ୍ରିଲୋଚନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ

masiha

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

masiha

ଉତ୍କଳୀୟ ନବବର୍ଷ ଉପଲକ୍ଷେ “ମାଇଣ୍ଡ ମାରାଥନ”, “ସ୍ବାଗତ ଓଡ଼ିଶା” ପ୍ରତିଯୋଗିତା ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ -୨୦୨୫ ଅନୁଷ୍ଠିତ  

masiha

Leave a Comment

error: Content is protected !!