ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ଟିମର ଆବାସ ଯୋଜନା ପରିଦର୍ଶନ

କେନ୍ଦ୍ରୀୟ ଟିମର ଆବାସ ଯୋଜନା ପରିଦର୍ଶନ

ଧର୍ମଗଡ଼:କେନ୍ଦ୍ରୀୟ ଟିମର ଏକ ପ୍ରତିନିଧି ଦଳ ଆଜି ଆବାସ ଯୋଜନା ପରିଦର୍ଶନ ପାଇଁ ଧର୍ମଗଡ ବ୍ଲକ କୁ ଆସିଥିଲେ। ଶ୍ରୀରାମ ବିନୋଦ କୁମାରଙ୍କ ନେତୃତ୍ୱରେ ପରାମର୍ଶଦାତା କେ, ଏସ, ମନରାଲ ଓ ଦୀପ ପ୍ରକାଶ ଛିଲିପା ଓ ବଡଘୁମେର ପଞ୍ଚାୟତକୁ ଯାଇ ସଂପୂର୍ଣ୍ଣ ହୋଇଥିବା ୧୦ଟି ଗୃହ ପରିଦର୍ଶନ କରିଥିଲେ ଖୁସି ବ୍ୟକ୍ତକରିଥିଲେ। ସଂପୂର୍ଣ୍ଣ ହୋଇନଥିବା ୮ ଜଣ ହିତାଧିକାରୀଙ୍କ ସହ ଅସଂପୂର୍ଣ୍ଣ ରହିବା କାରଣ ପଚାରିଥିଲେ ଓ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ କହିଥିଲେ। ପରିଦର୍ଶନ ସମୟରେ ଜିଲ୍ଲା ଆବାସ ଯୋଜନା ପ୍ରୋଗ୍ରାମ ମ୍ୟାନେଜର ଅମୁଲ୍ୟ କୁମାର ବାଉଲ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ରୋ ଓ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସଂପୃକ୍ତ ସରପଞ୍ଚମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡାବୁଗାଁରେ ଆମ ବସଷ୍ଟାଣ୍ଡ ଉଦଘାଟିତ

masiha

ସେଣ୍ଟ୍ ଜାଭିୟର ହାଇସ୍କୁଲ୍,ରଣପଶି,ଢେଙ୍କାନାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ -୨୦୨୪ ଅନୁଷ୍ଠିତ 

masiha

ବରିଷ୍ଠ ଆଇନଜୀବୀ ବୃନ୍ଦାବନ ଚନ୍ଦ୍ର ରଥ ଙ୍କ ବିୟୋଗରେ ଓକିଲ ସଂଘ ର ଶୋକ…

masiha

Leave a Comment

error: Content is protected !!