ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

ବସ୍ତା:୩।୭, ବସ୍ତା ବି.ଜେ.ପି. ଯୁବ ମୋର୍ଚ୍ଚା ତରଫରୁ  ସଭାପତି ଧୀରେନ କୁମାର ସେଠୀଙ୍କ ନେତୃତ୍ଵରେ ବସ୍ତା ନିର୍ବାଚନ ମଣ୍ଡଳୀ  ତରଫରୁ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭାରେ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗାନ୍ଧିଛକ ନିକଟରେ ତାଙ୍କର କୁଶପୁତ୍ତଳିକା ଦାହ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବସ୍ତା ନେତା ରବୀନ୍ଦ୍ର ଅଣ୍ଡିଆ, ବସ୍ତା ମଣ୍ଡଳ ସଭାପତି ରଞ୍ଜନ ମହାନ୍ତି,ଦରଡା ମଣ୍ଡଳ ସଭାପତି ବସନ୍ତ ବାରିକ, ପୂର୍ବତନ ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡା, ଜିଲ୍ଲା ନେତା ସୂର୍ଯ୍ୟ ନାରାୟଣ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରଜେନ୍ ପରିଡ଼ା,ରାଧାଶ୍ୟାମ ମହାପାତ୍ର,ଗୌରବ ଅଣ୍ଡିଆ, ପ୍ରକାଶ କୁମାର କୁଣ୍ଡୁ , ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ରମେଶ ରାଉଳ , ନୀହାର ରଞ୍ଜନ ବେହେରା , ଅଜୟ ଜେନା , ଶରତ ବାରିକ, ନିଧିଆ ମାରାଣ୍ଡି  , କେଦ।ର ପାଣି,ମନୋଜ ବେହେରା, ବିନୟ କେତନ ଜେନା,ତାରାକାନ୍ତ ପାଣି,ହରିହର ପରିଡା ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରଯାଇଥିଲା। ସର୍ବଶେଷରେ ମଣ୍ଡଳ ଯୁବମୋର୍ଚ୍ଚା ଉପସଭାପତି ସରୋଜ କୁମାର ଗିରି ଧନ୍ୟବାଦ ଦେବାପରେ ସଭା ସାଙ୍ଗ ହୋଇଥିଲା।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିଜେଡି ଛାଡି ବିଜେପିରେ ମିଶିଲେ ଚିକଲପଦର ସମିତି ସଭ୍ୟ 

masiha

ଜନ ସମ୍ପର୍କ ଯାତ୍ରାରେ ଯୋଗଦେଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

Sunil Chandra Nayak

ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା କରାଯାଉ : ଜିଲ୍ଲା କଂଗ୍ରେସ

Leave a Comment

error: Content is protected !!