ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶକୁ ସରସ ସୁନ୍ଦର ଓ ସବୁଜିମା ଲକ୍ଷ୍ୟରେ ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ 

ପରିବେଶକୁ ସରସ ସୁନ୍ଦର ଓ ସବୁଜିମା ଲକ୍ଷ୍ୟରେ ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ 

ଢେ଼ଙ୍କାନାଳ(ମ ସୀ ହା )୦୬/୦୭_ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରଜଙ୍ଗ ବ୍ଲକ ବାରିହାପୁର ଗ୍ରାମ ପଞ୍ଚାୟତର ଚକ୍ରଧରପୁରସ୍ଥିତ ଶ୍ରୀ ଶ୍ରୀ ତପୋବନ ଶ୍ରୀକ୍ଷେତ୍ର ଠାରେ “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ଯୁବନେତା ହିମାଂଶୁ ଭୂଷଣ ବାରିକ ପ୍ରଥମେ ବୃକ୍ଷ ରୋପଣ କରି କହିଥିଲେ “ବୃକ୍ଷ ରୋପଣ କରିବା ଦ୍ଵାରା ଆମ ପରିବେଶ ସବୁବେଳେ ସବୁଜ ସୁନ୍ଦର ରହିବା ସହ ପରିବେଶ ସନ୍ତୁଳନ ରକ୍ଷା କରି ପାରିବା ଯାହା ଫଳରେ ଠିକ ସମୟ ରେ ବର୍ଷା,ଖରା, ଶୀତ ହେବା ସହ ସ୍ଵଛ ଅମ୍ଲଯାନ ପାଇ ପାରିବା, ଏଣୁ ସମସ୍ତେ ବୃକ୍ଷ ରୋପଣ କରନ୍ତୁ ଏବଂ ଆପଣ ମାନଙ୍କର ଜୀବନ ବଞ୍ଚାନ୍ତୁ” କହିଥିଲେ l ଏହି ମହନୀୟ ସାମାଜିକ ବାର୍ତ୍ତା ବହନ କରୁଥିବା କର୍ମୀଙ୍କ ମଧ୍ଯରେ ଯୁବଶକ୍ତି ର ଜିତେନ୍ଦ୍ର ସାମଲ, ଲିଟୁ ମାଝୀ, ସୁଶୀଲ ସାହୁ, ଚିଣ୍ଟୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ବିଶ୍ଵ ଗଜରାଜ ଦିବସ 

Sunil Chandra Nayak

ବ୍ରାହ୍ମଣ ମହାସଂଘର ସାଧାରଣ ସଭା

ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

Sunil Chandra Nayak

Leave a Comment

error: Content is protected !!