ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁଖାଇ ଠାରେ ବନୋମହତ୍ସୋବ ପାଳନ

ଭାଲୁଖାଇ ଠାରେ ବନୋମହତ୍ସୋବ ପାଳନ

ପାଟଣାଗଡ଼ ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ସରମୁହାଣ ପଞ୍ଚାୟତ ଭାଲୁଖାଇ ଗ୍ରାମ୍ୟ ଜଙ୍ଗଲ ରେ କଣ୍ଟାବାଞ୍ଜି ବନାଞ୍ଚଳ ଲର୍କି ବିଭାଗ ପକ୍ଷରୁ ବନୋମହୋତ୍ସବ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲର୍କି ଫରେଷ୍ଟର ସୁନିଲ କୁମାର ଛତ୍ରିଆ ଯୋଗଦାନ କରି କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ଦର୍ଶନ ଖବରକାଗଜ ର ଉପଖଣ୍ଡ ପ୍ରତିନିଧି ପୁର୍ଣ୍ଣ ଶଶୀ ଶେଖର ରାଓ,ଫରେଷ୍ଟ ଗାର୍ଡ ଜାହ୍ନବୀ ବେହେରା, ଏ.ଜେ.ଓ୍ବାଇ ଡିଇଓ ହିମାଂଶୁ ହରପାଲ,ଭି.ଏସ.ଏସ. ସଭାପତି ସାୟତ ଅବଦୁଲ କାଦର ଖାଁ, ଗାଁ ସାଥି ବରୁଣ ରଣା ଓ ପ୍ରଦୀପ କୁମାର ବେହେରା ମଞ୍ଚାସୀନ ଥିଲେ।ଓ୍ବାଚର ବିପିନ୍ଦ୍ର ସାହୁ,ନିଲାଞ୍ଚଳ ନାଗ,ନୀଲେଶ୍ବର ବିଶ୍ବାଳ, ସମାଜସେବୀ ରୂପେଶ ଛତ୍ରିଆ ଙ୍କ ସହ ଭାଲୁଖାଇ ଗ୍ରାମବାସୀ ଉପସ୍ଥିତ ଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଲୋକଙ୍କ ୫୬ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

masiha

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଙ୍କ ବଳୀ ଦାନ ଦିବସ ପାଳିତ

Sunil Chandra Nayak

ଭାନପୁର ପେକ୍ସ୍ ଠାରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!