ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜଲୀ ସାହୁଙ୍କ ପରଲୋକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁସୁର୍ଲା (ହଜାରୀପଡା) ଗ୍ରାମର ମହିଳା ବିଜଲୀ ସାହୁଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଉଥିଲା l ସ୍ଵର୍ଗତ ସାହୁ ଜଣେ ଧର୍ମପରାଣ ଓ ପରୋପକାରୀ ମହିଳା ଥିଲେ l ଗ୍ରାମର ଅନେକ ଗୋଡିଏ ସାମାଜିକ କାମରେ ତାଙ୍କର ବହୁତ ସମୟ ଦେଇ, ସୁଖ ଦୁଃଖର ସାଥି ଭାବରେ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିଲା l ତାଙ୍କରି ବିୟୋଗରେ କଳାରୁଦ୍ର ଯୁବକ ସଂଘ ତଥା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l କଳାରୁଦ୍ର ଯୁବକ ସଂଘ ଓ ରାମଜୀ କମିଟି କୁସୁର୍ଲା (ହଜାରୀପଡା) ତରଫରୁ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି, ସୃଷ୍ଟି ହେଉଛି କୃତ୍ରିମ ବନ୍ୟା

masiha

ରାଇରଙ୍ଗପୁର ଗୋଇନ୍ଦା ବିଭାଗର ସହକାରୀ କର୍ମଚାରୀ ବିଶ୍ଵଜିତ ଗିରି ଆର ପାରିରେ

masiha

ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା

masiha

Leave a Comment

error: Content is protected !!