ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫଳକରେ ନାମ ନଥିବାରୁ ସମର୍ଥକ ମାନେ ଫଳକ ଭାଙ୍ଗି ଦେଲେ

ଲଷ୍ମୀପୂର :- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁସୁମଗୁଡ଼ା ଗ୍ରାମ ପଞ୍ଚାୟତ ଫୁଲଝଡ଼ି ଗ୍ରାମକୁ ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ରାସ୍ତା ମରାମତି ନିମନ୍ତେ ଆଜି ଗ୍ରାମୀଣ ଉନ୍ନୟନ ବିଭାଗ ଦ୍ଵାରା ପୁଚ୍ପାର ରାସ୍ତା କଡ଼ରେ ଭିତ୍ତି ପ୍ରସ୍ତର ଫଳକ ଲଗାଇ ଥିଲେ କିନ୍ତୁ ଉକ୍ତ ଫଳକରେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀମତୀ ଆରତୀ କୁଲଦୀପଙ୍କ ଫଳକରେ ନାମ ନଥିବାରୁ ଆଜି ତାଙ୍କ ସମର୍ଥକ ମାନେ ଉତେଜିତ ହୋଇ ଫଳକ ଭାଙ୍ଗି ଦେଇଥିଲେ। ଏନେଇ ଆମେ ସୁନାବେଡ଼ା ସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ଭିତ୍ତି ପ୍ରସ୍ତର ଫଳକ ଆମ ଦ୍ଵାରା କରାଯାଇ ନାହିଁ ବୋଲି ଏଡ଼ାଇ ଯାଇଥିଲେ ତେବେ ଏହି ଭିତ୍ତି ପ୍ରସ୍ତର କାହା ଦ୍ଵାରା କରାଯାଇଛି ତାକୁ ନେଇ ନାନା ପ୍ରଶ୍ନ ଉଠୁଛି।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସଂକ୍ରାନ୍ତି ପୁରୁଷଙ୍କ ତିରୋଧାନ ଦିବସ ପାଳିତ 

masiha

ଅସହାୟ ଗରିବ ରୋଗୀ ଙ୍କ ପାଇଁ BHRC INDIA ଢେଙ୍କାନାଳ ଟିମ୍ ଙ୍କ ମହାନତା

ଲୁହାଶିଳା ଆର କେ ଜୁନିୟର କଲେଜରେ   ମତଦାତା ଦିବସ ପାଳିତ

masiha

Leave a Comment

error: Content is protected !!