ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜା ଧୂଳିସ୍ଵର ଗ୍ରାମ ରଥ ଯାତ୍ରାରେ ଯୋଗଦେଲେ ବିଧାୟକ 

୪୨ ମୌଜା ଧୂଳିସ୍ଵର ଗ୍ରାମ ରଥ ଯାତ୍ରାରେ ଯୋଗଦେଲେ ବିଧାୟକ 

କଟକ : ପବିତ୍ର ରଥଯାତ୍ରା ଅବସରେ କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ୪୨ ମୌଜାର ଧୂଳିସ୍ଵର ଶ୍ରୀ ଜଗନ୍ନାଥ ମନ୍ଦିରରୁ ବନ୍ତୁଣିଆ ମାଉସୀ ମା ମନ୍ଦିରକୁ ଆସିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବନ୍ତୁଣିଆ ଗ୍ରାମରେ ପହଂଚି ଦର୍ଶନ କରିବା ସହ ସଦର ବାସୀଙ୍କ ମଙ୍ଗଳ କାମନା ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମରେ ଯୋଗଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ସଭାପତି ଇଞ୍ଜିନିୟର ଅଶୋକ କୁମାର ବିଶ୍ଵାଳ,ସମ୍ପାଦକ ବିନୋଦ ବେହେରା,ମହାନ୍ତ ହୃଦାନନ୍ଦ ବିଶ୍ଵାଳ,କୋଷାଧ୍ୟକ୍ଷ ଚିତରଞ୍ଜନ ବିଶ୍ଵାଳ,ବୈକୁଣ୍ଠନାଥ ବିଶ୍ଵାଳ, ଅଭିରାମ ଦଳାଇ,ସୁରେନ୍ଦ୍ର ନାଥ ସେନାପତି,ଘନଶ୍ୟାମ ମଲ୍ଲିକ, ରମେଶ ଚନ୍ଦ୍ର ମଲ୍ଲିକ,ନିରଞ୍ଜନ ସେନାପତି,ଶୁଭ ନ୍ୟାସ ମହାନ୍ତି,ଗାନ୍ଧି ଗୁରୁ ଦାସ,ଶିବ ବିଶ୍ଵାଳ,ନାରାୟଣ ସେଠୀ,ଜ୍ୟୋତି ରଞ୍ଜନ ଶାସନୀ,ରଶ୍ମିରଞ୍ଜନ ଶାସନୀ ପ୍ରମୁଖଙ୍କ ସହ ସ୍ଥାନୀୟ ଅଂଚଳର ବହୁ ସଂଖ୍ୟାର ଭକ୍ତ ତଥା ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ର ଧର୍ମପରାୟଣ ବ୍ୟକ୍ତି ଇଂ ନିର୍ମଳ କାନ୍ତି କଵି ଆର ପାରିରେ

masiha

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାରେ ଗଡିଲା ସଚେତନତା ରଥ

ପାଣି ପାଇଁ ଖାଲି ମାଠିଆ ଧରି ଗ୍ରାମବାସୀଙ୍କ ରାସ୍ତାରୋକ

Sunil Chandra Nayak

Leave a Comment

error: Content is protected !!