ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମ ଦିନ ବାର୍ତ୍ତା

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ. ଜନ୍ମ ଦିନର ଅବସରରେ ଜନ୍ମ ଦିନର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା, ଜଗନ୍ନାଥ ମହା ପ୍ରଭୁ ଓ ଜୟ ମା ମାଣିକେଶ୍ବରୀ ମା କୃପା ରୁ ସମସ୍ତଙ୍କର ଜୀବନ ରେ ସୁଖ ଓ ଆନନ୍ଦ ସବୁବେଳେ ଥାଉ ମା କୃପା ଓ ତାଙ୍କ ଆଶ୍ରିବାଦ ସବୁ ବେଳେ ମୋ ଉପରେ ଥାଉ ଆଉରି ଭଲ ସମାଜିକ କାର୍ଯ୍ୟ କରିବା ପାଇଁ ମୋତେ ଆଉରି ଶକ୍ତି ମିଳୁ, ସମସ୍ତଙ୍କୁ କେମିତି ସାହାର୍ଯ୍ୟ ଓ ତାଙ୍କର ମୁହଁରେ କେମିତି ଖୁସି ଦେଖିବି ସେଇଟା ହି ମୋର ଜନ୍ମ ଦିନରେ ଗିଫ୍ଟ ହେବ ! ସମସ୍ତଙ୍କୁ ମୋର ଆନ୍ତରିକ ସହିତ ଧନ୍ୟବାଦ ଓ ସୁବେଛା କାହିଁକି ନା ମୋତେ ଏତେ ମାତ୍ରା ରେ ଜନ୍ମ ଦିନରେ ଶୁଭେଚ୍ଛା ଜଣେଇଥିବାରୁ ! ମୁ ଆଗକୁ କେମିତି ଲୋକ ମାନଙ୍କ କାମରେ ଆସିବି ସେହା ହି ମୋର ଜନ୍ମ ଦିନରେ ମନରୁ କାମନା !

ଅଶେଷ ଧନ୍ୟବାଦ

Related posts

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

ଢେଙ୍କାନାଳ ବିଜେଡି ବିଧାୟକ ଙ୍କ ଦ୍ୱାରା ମିଳିତ ସାମ୍ବାଦିକ ସଙ୍ଘ କୁ କରଡlବଣି ମହୋତ୍ସବ ରେ ସମ୍ମାନ 

masiha

ଜମି ଜାଲିଆତି କରି ମାଫିଆ ମାଲାମାଲ

Sunil Chandra Nayak

Leave a Comment

error: Content is protected !!