ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର

୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର

  ମୟୂରଭଞ୍ଜ -୧୨/୦୭ ( ମସିହା)ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ବାମନଘାଟୀ ରାଇରଙ୍ଗପୁର ସବଡିବିଜନ ର ସମ୍ପୂର୍ଣ୍ଣ ବିକାଶ ଉଦ୍ଦେଶ୍ୟରେ ତିନୋଟି- ଦଫା-ଦାବି-ପତ୍ର ପ୍ରଥମ ଦାବି :-

୧):-ନୁତନ-ରାଇରଙ୍ଗପୁର-ରାଜସ୍ଵ-ଜିଲ୍ଲା ଗଠନ ପାଇଁ ଦାବି।

୨):-ସ୍ବତନ୍ତ୍ର କାର୍ୟାଳୟ-ଭବନ ସହିତ ସ୍ଥାୟୀ ଏଡିଏମଙ୍କର ନିୟୁକ୍ତି ।

୩):- ରାଇରଙ୍ଗପୁର ପୋଲିସ-ଜିଲ୍ଲା ଗଠନ ପାଇଁ ଦାବି ।

ଆଜି ସକାଳେ ବାମନଘାଟୀ-ରାଇରଙ୍ଗପୁର ଉପ-ଜିଲ୍ଲାପାଳଙ୍କୁ ଜରିଆରେ ତିନି ଗୋଟିଏ ମଧ୍ୟ-ପୁର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୁର୍ତ୍ତିଙ୍କ ନେତୃତ୍ବରେ ଜନସାଧାରଣ ଙ୍କର ଦୀର୍ଘଦିନର ଦାବି-ପୂରଣ ପାଇଁ ଦାବି-ପତ୍ର ପ୍ରଦାନ କରିଥିଲେ।।

 ମୟୂରଭଞ୍ଜ ରରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅଲ୍ ଓଡିଶା ଇ.ପି.ଏଫ ପେନସନ୍ ଆସୋସିଏସନ୍ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ 

masiha

ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାବୁଗାଁରୁ ୪୮ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଙ୍କ ଭୁବନେଶ୍ଵର ଗସ୍ତ 

Sunil Chandra Nayak

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଏକ୍ସପୋଜର କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!