ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରକୁ ଉଦଘାଟନ କଲେ ତହସିଲଦାର 

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରକୁ ଉଦଘାଟନ କଲେ ତହସିଲଦାର 

ବସ୍ତା,19/07 : ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ଼ ଷ୍ଟେସନ ପାଖରେ ଶୁକ୍ରବାର ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ସମାଜସେବି ଆକାଶ ବେହେରା ଙ୍କ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ବସ୍ତା ତହସିଲଦାର ରାଧା ରଞ୍ଜନ ଦାସ, ମୁଖ୍ୟ ବକ୍ତା ବିଜେପି ନେତା ବସନ୍ତ ବାରିକ ଏବଂ ସମ୍ମାନିତ ଅତିଥି ପଞ୍ଚାୟତ ସଭାପତି କମଳାକାନ୍ତ ବେହେରା, ଗକୁଳା ନନ୍ଦ ଜେନା ସୁକାନ୍ତ ପରିଡା ମୁର୍ତ୍ୟୁଞ୍ଜୟ ବେହେରା , ଆଶିଷ ଦାସ ଅଧିକାରୀ, ମୁକେଶ ବେହେରା, ତ୍ରିଲୋଚନ ବେହେରା ପ୍ରମୁଖ ଯୋଗ ଦେଇ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଜନ ଔଷଧି କେନ୍ଦ୍ରର ଚାହିଦା ଦିନକୁ ଦିନ ବଢୁଥିବା ବେଳେ ଏହାର ଫାଇଦା ଲୋକେ ନେବାକୁ ଅତିଥି ମାନେ କହି ଥିଲେ। ସଭାରେ ସୁନିତା ରାଣି ସାହୁ ଓ ବିଷ୍ଣୁ ପ୍ରିୟା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାରେ ‘”ପି ଏମ କିସାନ ” ଯୋଜନା ରେ କୃଷକ ମାନଙ୍କୁ ୨୧ ତମ ସହାୟତା ପ୍ରଦାନ 

Sunil Chandra Nayak

ଧାନମଣ୍ଡି ଉଦଘାଟିତ,ସମସ୍ୟାକୁ ନେଇ ବର୍ଷିଲେ ଚାଷୀ

ପର୍ଯ୍ୟାପ୍ତ ପରିମାଣ ରେ ୟୁରିଆ ସାର ଯୋଗାଣ ପାଇଁ ଦାବୀ, ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!