ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ ବିଡ଼ିଓ ଙ୍କ ଗାଡି ରୁ ଲକ୍ଷାଧିକ ଟଙ୍କା ଜବତ ସୂଚନା…

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ

ବିଡ଼ିଓ ଙ୍କ ଗାଡି ରୁ ଲକ୍ଷାଧିକ ଟଙ୍କା ଜବତ ସୂଚନା...

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ। ବିଡ଼ିଓ ଙ୍କ ଗାଡି ରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଆଜି ଭବାନୀପାଟଣା ରୁ ମିଟିଂ ସାରି ଗୋଲାମୁଣ୍ଡା ଫେରୁଥିବା ସମୟରେ ଜୟପୁର ଭିଜିଲାନ୍ସ ର ଏକ ଟିମ କୌଣସି ସୂତ୍ରରୁ ଖବର ପାଇ ଜାତୀୟ ରାଜପଥ ୨୬ ଜାରିଙ୍ଗ ନିକଟରେ ବିଡ଼ିଓ ଙ୍କ ଗାଡି କୁ ଅଟକାଇ ଭିଜିଲାନ୍ସ ଅଧିକାରୀ ମାନେ ଯାଞ୍ଚ କରିବାରୁ ଗାଡି ରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଜବତ ଟଙ୍କା ବିଷୟରେ କୌଣସି ସନ୍ତୋଷଜନକ ଉତ୍ତର ବିଡ଼ିଓ ଦେଇ ପାରିନଥିବା ବେଳେ ତଦନ୍ତ ଜାରି ରହିଛି।

ଭବାନୀପାଟଣା ରୁ ଏକ ଭିଜିଲାନ୍ସ ଟିମ୍ ଗୋଲାମୁଣ୍ଡା ଯାଇଥିବା ସୂଚନା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବନ୍ଧୁଗାଁ ବ୍ଲକର ଶ୍ରୀରାମ ମନ୍ଦିରରେ ସଂକ୍ଷିପ୍ତ ରାମାୟଣରେ ଯଜ୍ଞ କାର୍ଯ୍ୟ ସହ ଆଧ୍ୟାତ୍ମିକ ପରିବେଶ ସହ, ସ୍ଥାନେ ସ୍ଥାନେ ଜୟ ଶ୍ରୀ ରାମ ନାମରେ କମ୍ପି ଉଠିଲା ପରିବେଶ 

masiha

ରିଷିଡା ରେ ବ୍ଲକ ସ୍ତରୀୟ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ

masiha

ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଦ୍ଵାରା ବୀମା ରାଶି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!